Browsing Tag

bari

ଅନୁଷ୍ଠିତ ହୋଇଯାଇଛି ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ବରୀ ବ୍ଲକ ପରିସରରେ ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡ଼ ରବିନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୁଇ…
Read More...

ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

ଉମେଶ ଜେନାଙ୍କ ନେତୃତ୍ୱରେ ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ । ବରୀ ନିର୍ବାଚନ ମଣ୍ଡଳୀର ସ୍ଵାଇଁଖଣ୍ଡ ପଞ୍ଚାୟତ ସୁବର୍ନେଶ୍ୱର ପଡ଼ିଆ ଠାରେ ନିର୍ମଳ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା…
Read More...

ବରୀରେ ପାଞ୍ଚ ଦିନ ଧରି ଚାଲିଥିବା ଲୋକ ମହୋତ୍ସବ ଆଜି ଉଦଯାପିତ

ବରୀ/ ପ୍ରଶାନ୍ତ ଦ୍ବିବେଦୀ: ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେଲେ ବିଶ୍ଵ ରଞ୍ଜନ ମଲ୍ଲିକ ମନ ମୋହିଲା ବରୀ ମହୋଛବ। ବରୀ ଅଞ୍ଚଳରେ ବହୁ ଆଡମ୍ବରରେ  ଆୟୋଜିତ ଲୋକ ମହୋତ୍ସବ ପାଞ୍ଚ ଦିନ ଧରି ଚାଲିଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି। ଏହି ମାଟି ନିଆରା ଏହି ମାଟିର ବାସ୍ନା ବରୀ ର ଐତିହ୍ୟ,…
Read More...

ଜମିଜମା ବିବାଦକୁ ନେଇ ସାନଭାଇର ଆକ୍ରମଣରେ ବଡଭାଇ ମୃତ

ଯାଜପୁର \ବରୀ ( ପ୍ରଶାନ୍ତ ଦ୍ବିବେଦୀ) : ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ବାଲିବିଲ ପଞ୍ଚାୟତ ବାଲିବିଲ୍ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବନୋଜ କବି ଓ ତାଙ୍କ ସାନ ଭାଇ  ସନାତନ କବିଙ୍କ ମଧ୍ୟରେ ଜମିଜମା ଘଟଣାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗିଆସିଥିଲା।ଆଜି ସକାଳେ ଉଭୟଙ୍କ ପରିବାର…
Read More...

ଶିଶୁ ଦିବସରେ ଜଗା ଶିଶୁ ସାହିତ୍ୟ ସଂସଦର ୩୦ତମ ସ୍ୱନକ୍ଷତ୍ର ଉତ୍ସବ

ବରୀ/ପ୍ରଶାନ୍ତ ଦ୍ୱିବେଦୀ: ଆଜି ନଭେମ୍ବର ୧୪ ତାରିଖ । ଏହି ଦିନଟି ଖାସ୍ କରି ପିଲାଙ୍କ ପାଇଁ ଉଦ୍ଧିଷ୍ଟ । ଦେଶ ନିର୍ମାଣରେ ଶିଶୁମାନଙ୍କର ମହତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହି ଦିନଟିକୁ ବିଶେଷକରି ଦେଶବ୍ୟାପୀ ପ୍ରତିଟି ଶିକ୍ଷାନୁଷ୍ଠାନରେ ପାଳନ କରାଯାଏ । ତେବେ ଆଜିଏହି ଦିନରେ ଜଗା ଶିଶୁ…
Read More...

ବରୀ ବରୁଆଁ ମୁଖ୍ୟ ରାସ୍ତାର ସନ୍ଥନ ଛକ ନିକଟ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର

(ଯାଜପୁର ବରୀ :ପ୍ରଶାନ୍ତ ଦ୍ବିବେଦୀ):-ବରୀ ବରୁଆଁ ମୁଖ୍ୟ ରାସ୍ତାର ସନ୍ଥନ ଛକ ନିକଟ ରାସ୍ତା କଡ଼ରୁ ଏକ ମୃତ ଦେହ ଉଦ୍ଧାର ହୋଇଛି। ଖବର ପାଇ ଘଟଣା ସ୍ଥଳରେ ବରୀ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣା ପଡିଛି। ମୃତ ଶରୀରର କିଛି ଦୂରରେ…
Read More...

ଇଟାଭାଟି ଧୂଆଁରେ ଗାଁ ଲୋକଙ୍କ ଶ୍ୱାସରୁଦ୍ଧ

ବରୀ: ବରୀ ବ୍ଲକ ଜମୁଡିହ ବ୍ରାହ୍ମଣ ସାହି ନିକଟରେ ବେଆଇନ ଭାବେ ଲଗାଯାଇଥିବା ଇଟାଭାଟିକୁ ବରୀ ତହସିଲ ପ୍ରଶାସନ ବରୀ ଦମକଳ ଓ ବରୀ ପୋଲିସ ର ଉପସ୍ଥିତରେ ପାଣି ପକାଇ ଲିଭାଇ ନଷ୍ଟ କରା ଯାଇଥିବା ଦେଖିବାକୁ ମିଳିଛି । ଡ଼ହ ଡ଼ହ ଖରାରେ ନିଆଁଦିଆ ଯାଇଥିବା ବେଆଇନ ଇଟାଭାଟିକୁ ଦମକଳ ଦ୍ଵାରା…
Read More...

ଓସିଏସରେ ବରୀରୁ ୪ ସଫଳକାରୀ

ବରୀ / ସତ୍ୟଜିତ ବାରିକ :ନିଜର ନିଷ୍ଠା, କର୍ତ୍ତବ୍ୟପରାୟଣତା ମଣିଷ ଙ୍କୁ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚାଇ ଥାଏ। ଜୀବନରେ ବହୁ ବାଧା ବିଘ୍ନ ସତ୍ତ୍ୱେ ନିଧିଷ୍ଠ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଯେଉଁ ମାନେ ଉଦ୍ୟମ କରିଥାନ୍ତି ସେମାନେ ଦିନେ ନିଶ୍ଚୟ ସଫଳତା ପାଆନ୍ତି।ସେହିଭଳି ବରୀ ବ୍ଲକ ରେ ସିଭିଲ…
Read More...

ପିକଅପ୍ ଓ ସ୍କୁଟି ସାମ୍ନା ସାମ୍ନି ଧକା ; ଜଣେ ମୃତ, ୩ ଗୁରୁତର।

ବରୀ : ଆଜି ଅପରାହ୍ନରେ ଗୋବିନ୍ଦ ବାଟି ଛକ ନିକଟରେ ବଡ ଧରଣର ଦୁର୍ଘଟଣା ଘଟିଛି । କୁଆଖିଆରୁ ବରୀ ଅଭିମୁଖେ ଆସୁଥିବା ଏକ କୁଣ୍ଡା ଚୋକଡ଼ ବୋଝେଇ ପିକଅପ ସହ ଏକ ସ୍କୁଟିର ସାମ୍ନା ସାମ୍ନି ଧକ୍କା ଧକ୍କା ହୋଇଛି। ଫଳରେ ଭାରସାମ୍ୟ ହରାଇ ପିକଅପ୍ ଟି ରାସ୍ତାର ବାମ ପାର୍ଶ୍ଵରେ ଥିବା ଏକ ଗଛରେ…
Read More...

ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ଯୁବ ବ୍ୟବସାୟୀଙ୍କ ମୃତ

ବରୀ/ ସତ୍ୟଜିତ ବାରିକ : ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ଯୁବ ବ୍ୟବସାୟୀଙ୍କ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ କିମ୍ଭିରିଆପାଳ ପଞ୍ଚାୟତ କୁଆଖିଆ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ । ମୃତକ ଜଣକ ହେଲେ ସ୍ୱଗତ ଏକନ ସାହୁ ଙ୍କ ପୁଅ ଦୀପକ ସାହୁ(୨୭) ।…
Read More...