Browsing Tag

barbati stadium

ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ: ଡିସେମ୍ବର ୨୪ରେ ଭାରତ-ଶ୍ରୀଲଙ୍କା ମ୍ୟାଚ୍

କଟକ: ଦୀର୍ଘ ଦିନର ବିରତି ପରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟର ରୋମାଞ୍ଚ ଦେଖିବାକୁ ମିଳିବ। ଆସନ୍ତା ଡିସେମ୍ବର ମାସରେ ଭାରତ ଦୌରାରେ ଆସୁଥିବା ଶ୍ରୀଲଙ୍କା ଦଳ ବିପକ୍ଷରେ ଏଠାରେ ଏକ ଦିନିକିଆ (ODI) ମ୍ୟାଚ୍ ଆୟୋଜିତ ହେବ। ଭାରତ ଓ ଶ୍ରୀଲଙ୍କା…
Read More...

ବାରବାଟୀରେ ଭାରତର ଆକର୍ଷଣୀୟ ବିଜୟ, ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ

କଟକ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧମାକାଦାର ଅର୍ଦ୍ଧଶତକ ଏବଂ ତା’ପରେ ଘାତକ ବୋଲିଂ ଯୋଗୁଁ ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନ୍ ରେ ପରାସ୍ତ କରିପାରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଟସ୍ ହାରିବା ପରେ ପ୍ରଥମେ…
Read More...

ବାରବାଟୀରେ କେତୋଟି ମ୍ୟାଚ ଖେଳିଛି ଭାରତ, କେତୋଟି ଜିତିଛି କେତୋଟି ହାରିଛି …

କଟକ: ପ୍ରାୟ ୧୦ ମାସ ପରେ ଆଜି ବାରବାଟୀରେ ହେବାକୁ ଯାଉଛି ଐତିହାସିକ ଲଢେଇ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ T20 ମ୍ୟାଚ ଖେଳାଯିବ । ଏଥିପାଇଁ ଏବେ ଉଠୁଛି ପଡ଼ୁଛି କଟକ । ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ଦର୍ଶକଙ୍କ ପାଇଁ ସମସ୍ତ ସୁବିଧା କରିଛି OCA । ଆଜି ସନ୍ଧ୍ୟା ୬ଟା…
Read More...

ଖେଳ ଦେଖିବାକୁ ଆସୁଥିଲେ ଏଠି କରିବେ ପାର୍କିଂ, ଜାଣନ୍ତୁ ଟ୍ରାଫିକ କଟକଣା

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି ଏବଂ ସେଠାରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀ…
Read More...

ବାରବାଟୀ ମହାଲଢ଼େଇ, ଆରମ୍ଭ ହେଲା ଟିକେଟ୍ ବୁକିଂ, ଅନଲାଇନରେ କରନ୍ତୁ …

କଟକ: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ – ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ । ଆଜି ଠାରୁ ମ୍ୟାଚ୍‌ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରେସ୍‌ମିଟ୍ ଜରିଆରେ ସୂଚନା ଦେଇଛନ୍ତି। ଅନଲାଇନ୍ ରେ କେବଳ…
Read More...

ଜୁନରେ ବାରବାଟୀ ଷ୍ଟାଡିଅମରେ ଟି-ଟ୍ୱେଣ୍ଟି ମ୍ୟାଚ

କଟକ: ଆସନ୍ତା ଜୁନ ମାସରେ ବାରବାଟୀ ଷ୍ଟାଡିଅମରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ମ୍ୟାଚ୍‌ ନେଇ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଏନେଇ BCCI ସଭାପତି ସୌରଭ ଗାଙ୍ଗୁଲୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି।…
Read More...