Browsing Tag

Barabati Stadium

ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ର ପ୍ରଥମ…

କଟକ-: ବାରବାଟୀକୁ ପୁଣି ଫେରିଛି ଟି-୨୦। ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ର ପ୍ରଥମ ମ୍ୟାଚ। ଏ ନେଇ ବିସିସିଆଇ ପୂର୍ବରୁ ଓସିଏ ସୂଚନା ଦେଇ ସାରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଖେଳସୂଚୀ ପ୍ରକାଶ ହୋଇଛି।…
Read More...

ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଜିବ

କଟକ: ଆଜି ଭାରତ - ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଜିବ । ପୁର୍ବାହ୍ନ ୧୦ଟା ୩୦ରେ ମ୍ୟାଚ୍ ଖେଳାଜିବ । ସେଥିଲାଗି ବାରବାଟୀ ଷ୍ଟ।ଡିୟମ ପିଚ୍ ଓ ପଡିଆର ପ୍ରସ୍ତୁତି କାମ ସରିଛି । ବିଶ୍ୱକପରେ ଭାରତ ଦୁଇଟି ମ୍ୟାଚ୍ ହାତେଇଥିବା ବେଳେ…
Read More...

ବାରବାଟୀରେ ଲିଜେଣ୍ଡସ୍ ଲିଗ କ୍ରିକେଟ ଟି-୨୦: ଆଜିଠୁ କାଉଣ୍ଟରରେ ଟିକେଟ ବିକ୍ରି

କଟକ: ଆସନ୍ତା ୨୬ରୁ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍। ଏଥି ପାଇଁ ଆଜି ସକାଳ ୧୦ଟାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। ଅଫଲାଇନ କାଉଣ୍ଟରରେ ୮ହଜାର ୪୨୧ ଟି ଟିକେଟ ବିକ୍ରି ହେବ । ୨ ନମ୍ବର ଗ୍ୟାଲେରୀର ୩ହଜାର ୭୩୯ ଟିକେଟ ୪ ନମ୍ବର…
Read More...

ନବୀନ ନିବାସରୁ ବାରବାଟୀ ଅଭିମୁଖେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବଢ଼ୁଛି ଦର୍ଶକଙ୍କ ହାର୍ଟବିଟ୍ ।ଆରମ୍ଭ ହୋଇ ଯାଇଛି ବାରବାଟୀ ଆରମ୍ଭ ହୋଇ ଯାଇଛି ବାରବାଟୀ କାଉଣ୍ଟଡାଉନ । ପିଚ୍ ରେଡି, ଗ୍ରାଉଣ୍ଡ ରେଡି, ଷ୍ଟାଡିୟମ ବି ତୟାର। ଇଣ୍ତିଆ ଇଣ୍ତିଆ ଧ୍ୱନିରେ କମ୍ପିବ ବାରବାଟୀ ଷ୍ଟାଡିଅମ । ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ…
Read More...

ରାଜଧାନୀରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

ଭୁବନେଶ୍ୱର: ରାଜଧାନୀରେ ପାଦ ରଖିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି  । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବେସ ଧୁମ ଧାମରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। କଡା ସୁରକ୍ଷା ବଳୟ ଭିତରେ ଗାଙ୍ଗୁଲିଙ୍କୁ ନିଆଯାଇଛି ହୋଟେଲ । ହୋଟେଲରେ କିଛି ସମୟ ରେଷ୍ଟ ନେଲା ପରେ ଅପରାହ୍ନ…
Read More...

ଷ୍ଟାଡିଅମ ବାହାରେ ଦର୍ଶକଙ୍କ ଲମ୍ବା ଲାଇନ: ଟିକେଟ କଳାବଜାରୀ ଉପରେ କଡା ନଜର

ଭୁବନେଶ୍ୱର: ବଢ଼ୁଛି ଦର୍ଶକଙ୍କ ହାର୍ଟବିଟ୍ ।ସୁପର ସନ୍‌ଡେ'ରେ ଦେଖିବାକୁ ମିଳିବ ସୁପର ମୁକାବିଲା। ପିଚ୍ ରେଡି, ଗ୍ରାଉଣ୍ଡ ରେଡି, ଷ୍ଟାଡିୟମ ବି ତୟାର। ଇଣ୍ତିଆ ଇଣ୍ତିଆ ଧ୍ୱନିରେ କମ୍ପିବ ବାରବାଟୀ ଷ୍ଟାଡିଅମ । ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ସିରିଜର…
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସୌରଭ ଗାଙ୍ଗୁଲି

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସୌରଭ ଗାଙ୍ଗୁଲି । ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପରାହ୍ନ ୫ଟାରେ ସାକ୍ଷାତ କରିବେ ସୌରଭ ଗାଙ୍ଗୁଲି । ମୁଖ୍ୟମନ୍ତ୍ରୀଙ୍କୁ …
Read More...

ପ୍ରଥମ ଥର ପାଇଁ ଜୁନ ମାସରେ ଖେଳାଯିବ ବାରବାଟୀ ମ୍ୟାଚ

କଟକ : ଆଉ ଆଠ ଦିନ ପରେ ବାରବାଟୀ ଷ୍ଟାଡିୟମରେ ଖେଳ ଯିବ ଟି - ୨୦। ଆଉ ଏହି ମ୍ୟାଚକୁ ଦେଖିବା ପାଇଁ ରାଜ୍ୟବାସୀ ବେଶ ଉତ୍ସୁକ ଅଛନ୍ତି । ସବୁଠୁ ବଡ କଥା ହେଉଛି ପ୍ରଥମ ଥର ପାଇଁ ଜୁନ୍‌ ମାସରେ ବାରବାଟୀରେ ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ଯେତେଥର ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଇଛି, ସେସବୁ…
Read More...

ବାରବାଟୀ ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କଟକ : ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଟି-୨୦ ମ୍ୟାଚ ଏବେ ଅନିଶ୍ଚିତ । କାରଣ ଏହି ମ୍ୟାଚକୁ ବନ୍ଦ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଢ଼େଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଜଣେ ବ୍ୟକ୍ତି ଏକ ଜନସ୍ୱାର୍ଥ ମାମଲା ରୁଜୁ…
Read More...

ଆଜିଠୁ ଆରମ୍ଭ ହେଲା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି

କଟକ: ଆଜିଠୁ ଆରମ୍ଭ ହେଲା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି । ଏହି ଟିକେଟ୍ ବିକ୍ରି ଉଭୟ ଅଫଲାଇନ ଓ ଅନଲାଇନରେ ହେବ । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି । ମୋଟ ୫ ହଜାର ଟିକେଟ୍ ଅନଲାଇନରେ ମିଳିବାକୁ ଥିବା ବେଳେ ଜଣେ ଲୋକ ଦୁଇଟି ଟିକେଟ କିଣିପାରିବେ । ଭୁବନେଶ୍ବର ଓ…
Read More...