ପ୍ରଥମ ଥର ପାଇଁ ଜୁନ ମାସରେ ଖେଳାଯିବ ବାରବାଟୀ ମ୍ୟାଚ
କଟକ : ଆଉ ଆଠ ଦିନ ପରେ ବାରବାଟୀ ଷ୍ଟାଡିୟମରେ ଖେଳ ଯିବ ଟି - ୨୦। ଆଉ ଏହି ମ୍ୟାଚକୁ ଦେଖିବା ପାଇଁ ରାଜ୍ୟବାସୀ ବେଶ ଉତ୍ସୁକ ଅଛନ୍ତି । ସବୁଠୁ ବଡ କଥା ହେଉଛି ପ୍ରଥମ ଥର ପାଇଁ ଜୁନ୍ ମାସରେ ବାରବାଟୀରେ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଯେତେଥର ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଛି, ସେସବୁ…
Read More...
Read More...