Browsing Tag

baleswar

ପର୍ଯ୍ୟଟକଙ୍କୁ ପୂଜକଙ୍କ ଦୁର୍ବ୍ୟବହାର

ନୀଳଗିରି: ମନ୍ଦିରରେ ମହିଳାଙ୍କୁ ହେଉଛି ଦୁର୍ବ୍ୟବହାର । ବାଲେଶ୍ୱର ନୀଳଗିରି ଅଞ୍ଚଳରୁ ଏମିତି ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଏହି ଅଭିଯୋଗ ଆଉ କାହା ନାଁରେ ନୁହେଁ ବରଂ ମନ୍ଦିରର ପୂଜକଙ୍କ ନାଁରେ ଆସିଛି । ଆଉ ପୂଜକଙ୍କ ଏମଳି ଆଚରଣର ଶିକାର ହୋଇଛନ୍ତି ଜଣେ ବଙ୍ଗୀୟ ପର୍ଯ୍ୟଟକ ମହିଳା…
Read More...

ବିଜେଡିରୁ ରାମଶଙ୍କର ସାହୁ ନିଲମ୍ବିତ

ଜଳେଶ୍ୱର(ଅଜିତ କୁମାର ସାହୁ): ବିଜେଡି ଦଳରୁ ନିଲମ୍ବିତ ହୋଇଛନ୍ତି ରଘୁନାଥପୁର ପଞ୍ଚାୟତର ରାମଶଙ୍କର ସାହୁ । ବସ୍ତା ବ୍ଲକ ବିଜୁ ଜନତା ଦଳର ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି ରାମଶଙ୍କରଙ୍କୁ ନିଲମ୍ବନ କରିଛନ୍ତି। ବିଭିନ୍ନ ପ୍ରକାର ବିଶୃଙ୍ଖଳିତ ଆଚରଣ ଏବଂ ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ…
Read More...

ଅଭଣା ଗାଁରେ ଅଜଣା ଜନ୍ତୁ

ସୋର: ବାଲେଶ୍ୱର ଜିଲ୍ଲାରେ ପହିଛି ଭାଳେଣି । ଅଜଣା ଜନ୍ତୁ ଆକ୍ରମଣରେ ଆତଙ୍କିତ ସାରା ଅଞ୍ଚଳ । ୨ ଦିନ ଭିତରେ ୧୦ରୁ ୧୨ ଜଣଙ୍କୁ କାମୁଡି ଗୁରୁତର କରିଛି କେହି ଅଜଣା ଜନ୍ତୁ । ସେମାନଙ୍କ ମଧ୍ୟରୁ ୨ ଜଣ ବାଲେଶ୍ୱର ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟ ୨ ଜଣ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି…
Read More...

ବାଲେଶ୍ୱରକୁ BSKY

ବାଲେଶ୍ୱର: ସାରା ରାଜ୍ୟରେ ପହଞ୍ଚିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ଏବେ ସାମିଲ ହୋଇଛି ବାଲେଶ୍ୱର । ଖଇରା ବ୍ଲକ ଅନ୍ତର୍ଗତ କୁରୁଣ୍ଟା, ଗଡପୋଖରୀ ପଞ୍ଚାୟତରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ମାନ୍ୟବର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ…
Read More...

ନୀଳଗିରିରେ ପାଇଲଟ ହାତୀ

ନୀଳଗିରି: ବାଲେଶ୍ୱର ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ନୀଳଗିରି ବନଖଣ୍ଡରେ ଦେଖିବାକୁ ମିଳିଛି ଝାଡଖଣ୍ଡି ହାତୀର ଉତ୍ପାତ । ହାତୀ ଆତଙ୍କରେ ସ୍ଥାନୀୟ ଲୋକେ ଭୟଭୀତ । ଗତ ଶୁକ୍ରବାର ନୀଳଗିରି ଅଞ୍ଚଳରୁ ୧୭ଟିକିଆ ଦନ୍ତାହାତୀ ଫେରି ମୟୁରଭଞ୍ଜ ନଡପୁର ଜଙ୍ଗଲରେ ରହିଛନ୍ତି । କିନ୍ତୁ ଏହାପରେ…
Read More...

ବାଲେଶ୍ୱରରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ

ବାଲେଶ୍ୱର: ଆଜି ବାଲେଶ୍ୱରରେ ସ୍କାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷି, ଶିଳ୍ପ, ପର୍ଯ୍ୟଟନରେ ଆଗୁଆ ବାଲେଶ୍ୱର ଏବେ ସ୍କାର୍ଟ ସ୍ୱାସ୍ଥ୍ୟସେବାରେ ପ୍ରଥମ ହେବ । ସ୍କାର୍ଟ ହେଲଥ କାର୍ଡ଼ରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ…
Read More...

୧୬୦ ଫୁଟର ବୋଇତ ଭସାଣରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ସୋର: ବାଲେଶ୍ୱର ଜିଳ୍ଳାରେ ଭାସିଲା ୧୬୦ ଫୁଟର ବୋଇତ । କାର୍ଯ୍ୟକ୍ରମରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଜା ବଜାଇ, ସାଇକେଲରେ ବୁଲି ପାଳିଲେ କାର୍ତ୍ତିକ ପୂର୍ଣ୍ଣମୀ । ନିଆରା ଢଙ୍ଗରେ ପୂର୍ଣ୍ଣମୀ ପାଳନ କରିଛନ୍ତି ବାଲେଶ୍ୱର ସୋର ବାସିନ୍ଦା । ଆଜି ସକାଳେ…
Read More...

ଆକ୍ରୋଶମୂଳକ ଭାବେ ସାମ୍ବାଦିକ ଗିରଫ

ଜଳେଶ୍ୱର: ପୁଣି ଜଣେ ସମ୍ବାଦିକ ଗିରଫ । ଆକ୍ରୋଶମୂଳକ ଭାବେ ସମ୍ବାଦିକଙ୍କୁ ଗିରଫ କଲା ଜଳେଶ୍ୱର ପୋଲିସ । ପ୍ରଥମେ ଅଟକ ଆଉ ଗିରଫ ହୋଇଛନ୍ତି ସାମ୍ବାଦିକ ରାଜେଶ ପ୍ରଧାନ । ବ୍ରାଉନ ସୁଗାର ଏବଂ ବେପାରୀମାନଙ୍କ ସମ୍ପର୍କରେ ଲଗାତାର ଖବର ପ୍ରସାରଣ କରୁଥିବାରୁ ରାଜେଶଙ୍କୁ ଗିରଫ କରାଯାଇଛି ।…
Read More...

ମର୍ଣ୍ଣିଂ ୱାକ ବେଳେ ପଡିଗଲେ ଭାଲୁ ହାବୁଡରେ ଆଉ ତାପରେ……

ନୀଳଗିରି: ମର୍ଣ୍ଣିଂ ୱାକ କରିବା ଉଦ୍ଦେଶ୍ୟରେ ଘରୁ ବାହାରିଥିଲେ ଜଣେ ଯୁବକ । କିନ୍ତୁ ଏହି ସମୟରେ ସାମ୍ନାକୁ ଆସି ଯାଇଥିଲା ଏ ମହାବଳ ଭାଲୁ । ପ୍ରାଣ ବଞ୍ଚାଇବା ପାଇଁ ଦୌଡି ଦୌଡି ସିଧା ଏକ ପୋଖରୀ ଭିତରକୁ ଡେଇଁ ପଡିଥିଲେ ଯୁବକ ଜଣକ । ଫଳରେ ମୃତ୍ୟୁକୁ ଚକମା ଦେଇ ବଞ୍ଚିଯାଇଛନ୍ତି ଏହି ଯୁବକ ।…
Read More...

ବିପୁଳ ମଦ ସହ ଦୁଇ ବେପାରୀ ଗିରଫ

ଜଳେଶ୍ୱର: ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ମଦ । ଏହି ଅଭିଯୋଗରେ ଅବକାରୀ ବିଭାଗ ଦ୍ୱାରା ରୁପ୍ସା ଥାନା ଅଞ୍ଚଳର ଶତୃଘ୍ନ ବାରିକ ଏବଂ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଜଳେଶ୍ୱରର ୬୦ ନମ୍ବର ଜାତୀୟ ରାଜପଥ ରାଜଘାଟ ଅଞ୍ଚଳରୁ ୧୦୦୦ ଲିଟର ଦେଶୀ ମଦ ସହିତ ଉଭୟଙ୍କୁ…
Read More...