Browsing Tag

baleswar

ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବାଲେଶ୍ୱର : ବସ୍ତା ବ୍ଲକ ଇଡିଦା ଗ୍ରାମପଞ୍ଚାୟତ ବୁଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ବିଜୁଜନତା ଦଳ ସଭାପତି ସଞ୍ଜୟ ପ୍ରଧାନଙ୍କ ସଭାପତିତ୍ତରେ ଅନୁଷ୍ଠିତ ହୋଇଥିବା , ଉକ୍ତ ସଭାରେ ନୂତନ ଭାବେ ମନୋନୀତ ହୋଇ ବସ୍ତା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି…
Read More...

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛି ଛପନ ଭୋଗ

ବାଲେଶ୍ୱର : ବନ୍ୟା ବିପନ୍ନଙ୍କୁ ସହାୟତାର ହାତ  ବଢ଼ାଇଛି ଛପନ ଭୋଗ । ଆଜି ବାଲେଶ୍ୱର ଭୋଗରାଇଠାରେ ଏକ ଟ୍ରକ ମାଧ୍ୟମରେ ରିଲିଫ ବାଣ୍ଟିଛନ୍ତି । ବନ୍ୟାର ବିରଳ ରୂପ ପୁରା ରାଜ୍ୟ ଦେଖିଲା  । ଏବେ ବି ଅନେକ ଲୋକ ରହିଯାଇଛନ୍ତି ଜଳ ବନ୍ଦୀ ହୋଇ । ଧୀରେ ଧୀରେ ବନ୍ୟା ସ୍ଥିତି ସୁଧୁରୁଛି ସତ ହେଲେ…
Read More...

ଧାନଗଛ ରୋଇଲେ ସିମୁଳିଆ ବିଧାୟକ

ବାଲେଶ୍ୱର: ଧାନଗଛ ରୋଇଲେ ସିମୁଳିଆ ବିଧାୟକ । ଏ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେ । ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହି ଧାନଗଛ ରୋଇଥିବାର ଦେଖିବାକୁ ମିଳିଛି । ଖଇରା ବ୍ଲକ ସାରୁଗାଁ ଓ ସରାକୋଣା ପଞ୍ଚାୟତ ଗସ୍ତ କରି କିଛି ଚାଷୀଙ୍କ ଜମିରେ ନିର୍ବାଚିତ…
Read More...

ଦିବ୍ୟାଙ୍ଗ ପୁଅକୁ ମାରିଦେଲେ ବାପା ଓ ସାବତ ମା

ବାଲେଶ୍ୱର(ରିପୋଟର୍ସ ଟୁଡ଼େ): କୁହାଯାଏ ବାପା ମା ଦେବତା । ତାଙ୍କଠୁ ଭଲ ଏ ଦୁନିଆରେ କେହି ନାହାଁନ୍ତି । ସେ ଜନ୍ମ ଓ କର୍ମ ସବୁକିଛି ଦେଇଥାନ୍ତି । କିନ୍ତୁ ସବୁ ବାପା ମା ଏକ ସମାନ ନୁହନ୍ତି । କେଉଁଠି ବାପା ଖରାପ ପଡେ ତ ଆଉ କେଉଁଠି ମା । କିନ୍ତୁ କଥାରେ ଅଛି ସାବତ ମା କେବେ ନିଜର । ଏମିତି…
Read More...

ପୋଲିସ ଖୋଜୁଛି ଦୈତାରି ପଣ୍ଡାଙ୍କୁ

ବାଲେଶ୍ୱର:ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଛି । ଚୁକ୍ତି ମୁତାବକ କାର୍ୟ୍ୟରେ ଯୋଗଦେଇନଥିଲେ ଦୈତାରୀ ।ଏନେଇଅଭିଯୋଗ ଆଣିଲେ ରାଜଧାନୀ ମିଡ଼ିଆ ହାଉସର ମୁଖ୍ୟ କାର୍ୟ୍ୟ ନିର୍ବାହୀ ହର ପ୍ରସାଦ ବାରିକ ।ପାର୍ବତୀ ଗଣନାଟ୍ୟରେ ଯୋଗଦେବା ନେଇ ଦୈତାରି ପଣ୍ଡା ୧୫ଲକ୍ଷ…
Read More...

ବଢୁଛି ହାତୀ ଉପଦ୍ରଵ : ନୀଳଗିରିରେ ଝାଡ଼ଖଣ୍ଡୀ ଆତଙ୍କ

(ବାଲେଶ୍ଵର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏହି କ୍ରମରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀ ଦନ୍ତା ଆତଙ୍କ। ଗୁରୁବାର ରାତିରେ ମୟୂରଭଞ୍ଜ ଜିଲ୍ଲାରୁ ଏକ ଝାଡ଼ଖଣ୍ଡୀ ପାଇଲଟ ଦନ୍ତା ହାତୀ ଆସି ଅଯୋଧ୍ୟା ଅଞ୍ଚଳକୁ ପଶି ଆସିଛି। ହାତିଟି ବିଭିନ୍ନ ଅଞ୍ଚଳରେ…
Read More...

ସଫଳ ହେଲା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥିବୀ-୨ର ପରୀକ୍ଷଣ

(ବାଲେଶ୍ୱର) : ସଫଳ ହେଲା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥିବୀ-୨ର ବ୍ୟବହାରିକ ପରୀକ୍ଷଣ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଘାଟିର ୩ ନଂ ଲଞ୍ଚ ପ୍ୟାଡ୍‌ରୁ ବୁଧବାର ରାତି ୭ଟା ୩୦ରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥିବୀ-୨ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଏହି…
Read More...

 ଟଙ୍କା ଦେଲେ ମାମଲା ରଫାଦଫା

ବାଲେଶ୍ବର: ମ୍ୟାଟ୍ରିକ ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀଙ୍କୁ କପି ବାଣ୍ଟୁ ଥିବାବେଳେ ଅଚାନକ ପରୀକ୍ଷା ନିରୀକ୍ଷକ ଆସିଯିବାରୁ ନିଜକୁ ବଞ୍ଚାଇବାକୁ ଯାଇ ପରୀକ୍ଷା କେନ୍ଦ୍ରର ଜଣେ ଛାତ୍ରୀଙ୍କ ଉପରକୁ କପି ଫିଙ୍ଗି ଦେଲେ ପରୀକ୍ଷା କେନ୍ଦ୍ର ଦାୟିତ୍ବରେ ଥିବା ଶିକ୍ଷକ । ଯାହା ଫଳରେ ଉକ୍ତ…
Read More...

ମେଘାଳୟ ମହିଳା ଶିଶୁକନ୍ୟାକୁ ଧରି ପ୍ରେମିକ ସହ ଆସିଲେ ବାଲେଶ୍ୱର

ବ୍ୟୁରୋ : ପ୍ରେମିକ ସହ ମେଘାଳୟରୁ ଓଡିଶା ପଳାଇ ଆସିଥିଲେ ମହିଳା । ମେଘାଳୟ ଅମ୍ପାତି ପୋଲିସ ଯୁବକଙ୍କୁ କଲା ଗିରଫ । ସୂଚନାନୁଯାୟୀ ବାଲେଶ୍ୱର ଖଇରା ନଟାପଡା ଅଞ୍ଚଳର ଜୟୀରାମ ବିଶ୍ୱାଳ ଅମ୍ପାତି ଅଞ୍ଚଳରେ ରହି କାମ କରୁଥିଲେ । ସେଠାର ଏକ ସ୍ଥାନୀୟ ବିବାହିତ ମହିଳାଙ୍କ ସହ ତାଙ୍କର ପ୍ରେମ…
Read More...

ବ୍ଲାକ୍‌ମେଲିଂର ଶିକାର ହୋଇ ଆତ୍ମହତ୍ୟା କଲେ ଯୁବକ

ବାଲେଶ୍ୱର( ଅଜିତ କୁମାର ସାହୁ) :-ଟ୍ରେଡିଂ ଆଣ୍ଡ ଗେମିଙ୍ଗ ର ଫେକ୍ ଆକାଉଣ୍ଟ ନେଲା ଜୀବନ । ଶେଷରେ ଦୁଇଟି ଚିଠି ଲେଖି ଜୀବନ ହାରିଲେ ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗାଁ ସୌମିତ୍ର ନନ୍ଦୀ । ସାଙ୍ଗମାନେ ଟ୍ରେଡିଂ ଓ ଗେମିଙ୍ଗ ରେ ଉକ୍ତ ଯୁବକଙ୍କ ନାମରେ ଆକାଉଣ୍ଟ ଖୋଲି ଖେଳୁଥିଲେ ।…
Read More...