ଆକାଶରେ ଉଠିଲା ଉଜ୍ଜ୍ୱଳ ଆଲୋକ
ବାଲେଶ୍ବର: ଉପକୂଳ ଆକାଶରେ ଉଜ୍ଜ୍ୱଳ ଆଲୋକ ଦେଖାଦେଇଛି । ପାଖାପାଖି ୨ ମିନିଟ୍ ଯାଏଁ ଦେଖା ଦେଇଥିଲା । ଆଜି ସଂଧ୍ୟାରେ ବାଲେଶ୍ବର ଉପକୂଳ ଆକାଶରେ ସାଧାରଣ ଲୋକେ ରାସ୍ତାରେ ଜିବା ଆସିବା କରୁଥିବା ବେଳେ ଦେଖିଥିଲେ । ଏବଂ ସଭିଏଁ ନିଜ ନିଜ ମୋବାଇଲରେ ମଧ୍ୟ ଦୃଶ୍ୟକୁ ରେକର୍ଡ କରିଥିଲେ । ତେବେ…
Read More...
Read More...