Browsing Tag

Balasore

ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ରାତି ୧୦ରୁ ସକାଳ ୬ଟା ଯାଏଁ ଦୋକାନ ବଜାର ବନ୍ଦ ନେଇ ଘୋଷଣା କରାଯାଇଛି

ବାଲେଶ୍ୱର:- ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ରାତି ୧୦ରୁ ସକାଳ ୬ଟା ଯାଏଁ ଦୋକାନ ବଜାର ବନ୍ଦ ନେଇ ଘୋଷଣା କରାଯାଇଛି । ଅକ୍ଟୋବର ୨୧ ତାରିଖ ଯାଏଁ କଟକଣା ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା…
Read More...

ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ଚାଞ୍ଚଲ୍ୟକର ବୟାନ ଦେଲେ ମୃତ ଛାତ୍ରୀଙ୍କ ସାଙ୍ଗ

ବାଲେଶ୍ଵର: ବାଲେଶ୍ବରର ମୃତ FM ଛାତ୍ରୀଙ୍କ ସାଙ୍ଗଙ୍କର ଚାଞ୍ଚଲ୍ୟକର ଖୁଲାସା । ଏହି ଘଟଣାରେ କେବଳ ପ୍ରିନ୍ସିପାଲ, HODଙ୍କ ଦୋଷୀ କହିବା ଠିକ୍‌ ହେବନି ବୋଲି କହିଛନ୍ତି ମୃତ ଛାତ୍ରୀଙ୍କ ସାଙ୍ଗ । ସେ ଆହୁରି କହିଛନ୍ତି, ଆଜି ଯେଉଁ ବିରୋଧୀ ନ୍ୟାୟ ପାଇଁ ଚିତ୍କାର କରୁଛନ୍ତି, ସେତେବେଳେ କଲେନି…
Read More...

ସୌମ୍ୟାଶ୍ରୀ ମୃତ୍ୟୁ: ମୁହଁ ଖୋଲିଲେ FM କଲେଜ ICC ସଦସ୍ୟ ମୀନତି ସେଠୀ

ବାଲେଶ୍ଵର: ନ୍ୟାୟ ମାଗି ମାଗି ଶେଷରେ ଅନ୍ୟାୟରେ ଚାଲିଗଲେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । କେତେ ଦିନ ବା ଆଉ ନ୍ୟାୟ ପାଇଁ ଭିକ୍ଷା କରିଥାନ୍ତେ । କଲେଜ୍ ପ୍ରିନ୍ସିପାଲଙ୍କ ଠାରୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ । ସମସ୍ତଙ୍କୁ ଗୁହାରି ହୋଇଥିଲେ ମଧ୍ୟ କେହି ତାଙ୍କ କଥାକୁ…
Read More...

ରାତାରାତି ପୋଷ୍ଟମର୍ଟମ, ଏମ୍ସରେ ବିରୋଧିଙ୍କ ହୋହାଲ୍ଲା

ଭୁବନେଶ୍ଵର: ଜୀବନ ଯୁଦ୍ଧରେ ହାରିଗଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ । ତିନି ଦିନ ଧରି ଜୀବନ ବଞ୍ଚିବା ନେଇ ସଙ୍ଘର୍ଷ ପରେ ଶେଷରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ପୀଡିତା ଜଣକ । ଏନେଇ ଏମ୍ସ ଭୁବନେଶ୍ବରର ବର୍ଣ୍ଣ ୟୁନିଟ୍…
Read More...

ଜୀବନ ହାରିଲେ ସୌମ୍ୟାଶ୍ରୀ, ଶୋକ ପ୍ରକାଶ କଲେ ନେତା, ମନ୍ତ୍ରୀ

ଭୁବନେଶ୍ଵର: ଏମ୍‌ସରେ ଦୀର୍ଘ ଘଣ୍ଟା ଧରି ଜୀବନ ମରଣ ସହ ଲଢ଼େଇ କରିବା ପରେ ଶେଷରେ ହାରିଯାଇଛନ୍ତି ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଭୁବନେଶ୍ବର ଏମ୍‌ସର ବର୍ଣ୍ଣ ବିଭାଗରେ ଚିକିତ୍ସାଧୀନ ସୌମ୍ୟାଶ୍ରୀଙ୍କର…
Read More...

ନ୍ୟାୟ ଭିକ୍ଷାରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ

ଭୁବନେଶ୍ଵର: ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ଯାଶ୍ରୀ। ମୃତ୍ଯୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି। ମେଡିକାଲ ବୁଲେଟିନ୍ ଅନୁଯାୟୀ, ସୌମ୍ଯାଶ୍ରୀଙ୍କୁ…
Read More...

ଗିରଫ ହେଲେ ଏଫ୍ଏମ୍ କଲେଜ ପୂର୍ବତନ ପ୍ରିନ୍ସିପାଲ ଦିଲୀପ ଘୋଷ

ବାଲେଶ୍ଵର: ଗିରଫ ହେଲେ ବାଲେଶ୍ୱର FM କଲେଜର ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ । ଦିଲୀପ ଘୋଷଙ୍କୁ ଗିରଫ କଲା ସହଦେବଖୁଣ୍ଟା ଥାନା ପୋଲିସ । ଦିଲୀପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ ଛାତ୍ରୀଙ୍କ ପରିବାର । ଘଟଣାରେ ପୂର୍ବରୁ ଏଜୁକେସନ୍ ବିଭାଗର HOD ସମୀର ସାହୁଙ୍କୁ ଗିରଫ କରିଥିଲା ପୋଲିସ…
Read More...

ଏଫ୍‌ଏମ୍‌ ମହାବିଦ୍ୟାଳୟ ଘଟଣା: କଲେଜର ପ୍ରିନ୍ସିପାଲ ଓ ଏଜୁକେସନ ବିଭାଗ HOD ସସ୍‌ପେଣ୍ଡ

ବାଲେଶ୍ଵର: ଏଫ୍‌ଏମ୍‌ ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ଅଭାବନୀୟ ଘଟଣା । ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର । ଗୁରୁତର ଅବସ୍ଥାରେ ଉଭୟ ଛାତ୍ରୀ ବାଲେଶ୍ବର ହସ୍ପିଟାଲ୍‌ରେ ଭର୍ତ୍ତି…
Read More...

ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଘଟଣା: ଆଜୀବନ କାରାଦଣ୍ଡ ଭୋଗିବ ଅଭିଯୁକ୍ତ

ବାଲେଶ୍ଵର: ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଆସିଲା କୋର୍ଟର ରାୟ  । ପୋକ୍ସୋ କୋର୍ଟ ଦ୍ଵାରା ଦଣ୍ଡିତ ହେଲା ଅଭିଯୁକ୍ତ । ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡ । ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜର୍ଜ । ତେବେ ୨୦ ଜଣ ସାକ୍ଷୀ ଓ ୨୭ଟି ଦଲିଲ ଓ…
Read More...

ସୁସ୍ଥ ଶରୀର ପାଇଁ ଯୋଗ: ବ୍ଲକସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନରେ ଆନ୍ତର୍ଜାତିକ ଯୋଗ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି  । ଯୋଗ କରିବା ଏବଂ  ନିରୋଗ ରହିବାର ମନ୍ତ୍ର ଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଛନ୍ତି ଅନୁଷ୍ଠାନର ଲୋକେ  । ସେପଟେ ପାଉଁଶକୁଲି…
Read More...