ଟୁଇଟି କରି ସଫେଇ ଦେଲେ ବୈୟଜନ୍ତ
(ମମତା ସାମଲ): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ପୁଲିସ ଡାକରା । ଆଜି ପୁରୀ ପୋଲିସ ସମ୍ମୁଖରେ ହାଜର ହୋଇପାରନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡାଇବା ମାମଲାରେ ପୁରୀ ସଦର ଥାନାରେ ହାଜର ହେଲେ ଇମ୍ପା ଅଧିକାରୀ । ଇମ୍ପାର ଏହି…
Read More...
Read More...