Browsing Tag

bahanaga train accident

ବାହାନଗା ରେଳ ଦୁର୍ଘଟଣା ପାଇଁ ଷ୍ଟେସନ ମାଷ୍ଟର ଦାୟୀ

ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ପାଇଁ ଷ୍ଟେସନ ମାଷ୍ଟର ଦାୟୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ସିଆରଏସ୍ ରିପୋର୍ଟରୁ । ସିଗନାଲ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । ଟ୍ରାକରେ କୌଣସି ତ୍ରୁଟି ନଥିଲା । ଏଥିଲାଗି ମୁଖ୍ୟତଃ ଷ୍ଟେସନ୍ ମାଷ୍ଟର…
Read More...

ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ହୋଇପାରନ୍ତି ଏଏସଏମ୍ ଓ ସିଗନାଲ ଇନଚାର୍ଜ

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ଦୁଇ ଜଣଙ୍କ ଭୂମିକାକୁ ନେଇ ଛାନଭିନ କରୁଛି ସିବିଆଇ । ଖୁବଶୀଘ୍ର ଗିରଫ ହୋଇପାରନ୍ତି ଏଏସ୍ଏମ୍ ଓ ସିଗନାଲ୍ ଇନଚାର୍ଜ । ବାହାନଗା ରେଳ ଦୁର୍ଘଟଣା ପଛରେ ବାହାନଗା ଷ୍ଟେସନର ଆସିଷ୍ଟାଣ୍ଟ ମ୍ୟାନେଜର…
Read More...

ବାହାନଗା ଟ୍ରେନ ଦୁର୍ଘଟଣା, ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ ଘର

ବାହାନଗା: ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ ଘର । ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ସ୍କୁଲ ଘର ଭଙ୍ଗାଯାଉଛି । ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଭଙ୍ଗା କାର୍ୟ୍ୟରେ ୨ ଜେସିବି ନିୟୋଜିତ ହୋଇଛି। ତହସିଲଦାର ଓ ପୋଲିସ ଉପସ୍ଥିତିରେ ଭଙ୍ଗା ଯାଉଛି ସ୍କୁଲ…
Read More...

ବାହନଗା ଟ୍ରେନ ଦୁର୍ଘଟଣା: ଡାଏରିରେ ମନର କଥା…

ବାଲେଶ୍ୱର: ମୃତ୍ୟୁର ଟ୍ରାକରେ ମନର କଥା । ରକ୍ତ ଜୁଡୁବୁଡୁ ପ୍ରେମର ଚିଠିଟ୍ଟ ସବୁଦିନ ପରି ସେଦିନ ବି ଛୁକ୍ ଛୁକ୍ ଶବ୍ଦ କରି ରେଳ ଧାରଣା ଉପରେ ଧାଉଁଥିଲା କରମଣ୍ଡଳ । କିଏ ନିଜ ବାପାଙ୍କୁ ଦେଖା କରିବାକୁ ତ କିଏ ନିଜ ସ୍ତ୍ରୀ ପିଲାକୁ ଦେଖା କରିବାକୁ କରମଣ୍ଡଳର ସେହି କାଳସହ ବାହାରି ଥିଲେ ।…
Read More...

ବାହାନଗା ଟ୍ରେନ୍ ଟ୍ରାଜେଡି; ଡିଏନଏ ଟେଷ୍ଟ କରାଇ ପୁଅର ମୃତଦେହ ଫେରାଇବାକୁ କଲେ ଗୁହାରୀ

ଭୁବନେଶ୍ୱର: ବାହନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କ ଶବକୁ ନେଇ ଏକ ବଡ଼ ସମସ୍ୟା ଦେଖାଦେଇଛି । ଅନେକ ଶବ ଏବେ ବି ଚିହ୍ନଟ ହୋଇପାରି ନ ଥିବା ବେଳେ ଗୋଟିଏ ଶବ ପାଇଁ ଏକାଧିକ ବ୍ୟକ୍ତି ଦାବି କରୁଥିବା ଖବର ସାମ୍ନାକୁ ଆସୁଛି । ଜଣେ ବାପା ତାଙ୍କର ୨୨ ବର୍ଷର ମୃତ ପୁଅକୁ ଖୋଜୁଛନ୍ତି…
Read More...

ବାହାନଗା ଟ୍ରେନ୍ ଟ୍ରାଜେଡି: ବିନା ଟିକେଟରେ ଯାତ୍ରା କରୁଥିବା ମୃତକଙ୍କ ପରିବାରକୁ ମଧ୍ୟ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: ବାହାନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସରକାର କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି । ତେବେ ଏହି କ୍ଷତିପୂରଣ ବିନା ଟିକେଟରେ ଯାତ୍ରା କରୁଥିବା ମୃତକଙ୍କ ପରିବାରକୁ ମଧ୍ୟ ମିଳିବ ବୋଲି ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ।…
Read More...

ରେଲୱେ ବୋର୍ଡ ପ୍ରେସମିଟ୍: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା

ବାହାନଗାରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ନେଇ ପ୍ରେସମିଟ କରିଛନ୍ତି ରେଲୱେ ବୋର୍ଡ । ବୋର୍ଡ ସଦସ୍ୟା ଜୟା ବର୍ମାସିହ୍ନା ଦୁର୍ଘଟଣାର କାରଣ ଦର୍ଶାଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୁରଣ ଘୋଷଣା କରିଛି ରେଲୱେ ବୋର୍ଡ । ସୂଚନା ଅନୁସାରେ,…
Read More...