Browsing Tag

badaosha

ଆରମ୍ଭ ହେଲା ପଞ୍ଚୁକ

ଆଜି ହେଉଛି ପ୍ରଥମ ପଞ୍ଚୁକ ,ସେଥିପାଇଁ ଆଠଗଡର ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପୀଠରେ ଆରମ୍ଭ ହୋଇଛି ନିତିକାନ୍ତି । ଆଜି ରାତି ୩ଟା ବେଳେ ଦ୍ୱାର ଫିଟାଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ,ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡାଯାଇଥିଲା ।ଆଜି ବାବା…
Read More...

ଆଜି କାର୍ତିକ ମାସର ତ୍ରୟୋଦଶ ତିଥି ବା ବଡ଼ଓଷା ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

(ରିପୋର୍ଟସ ଟୁଡ଼େ): ଆଜି କାର୍ତିକ ମାସର ତ୍ରୟୋଦଶ ତିଥି । ଏହି ତିଥିରେ ବଡ଼ ଓଷା ପାଳନ କରାଯାଇଥାଏ । ଓଡ଼ିଶାର ସମସ୍ତ ଶୈବପୀଠରେ ଆଜି ଏହି ଓଷା ପାଳନ କରାଯାଏ । ଏହି ଦିନରେ ମହାଦେବଙ୍କ ନିକଟରେ ସ୍ୱତନ୍ତ୍ର ଭୋଗ ଲାଗି ହୁଏ । ଏହାକୁ ଗଜ ଭୋଗ କୁହାଯାଏ । ଅରୁଆ ଚାଉଳ ଚୂନା ପ୍ରସ୍ତୁତ ଖଳି,…
Read More...