ଚେତିଲା ସିଏମସି: ରାତାରାତି ବଦଳିଲା ବାଦାମବାଡି ବସଷ୍ଟାଣ୍ଡର ଚିତ୍ର
କଟକ: ଓଡିଶାରେ ଏମିତି କମ୍ ପ୍ରମୁଖ ଅଞ୍ଚଳ ଥିବ, ଯେଉଁ ଅଞ୍ଚଳକୁ ବାଦାମବାଡି ବସଷ୍ଟାଣ୍ଡରୁ ବସ୍ ଚଳାଚଳ କରୁନଥିବ । ଅର୍ଥାତ୍ ରାତି ପାହିଲେ ସାରା ରାଜ୍ୟରୁ ଲୋକମାନଙ୍କ ପାଦ ପଡିଥାଏ ଏହି ବସଷ୍ଟାଣ୍ଡରେ । ବୈଶାଖର ତାତି ହେଉ ବା ଆଷାଢର ବର୍ଷା କିମ୍ବା ମାଘର ହାଡଭଙ୍ଗା ଜାଡ । ଅହରହ ବାଦାମବାଡି…
Read More...
Read More...