ଏଣିକି ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ହେଉଥିବା ଖର୍ଚ୍ଚ ଆୟୁଷ୍ମାନରେ ମିଶିବ ।
ଆୟୁଷ୍ମାନ କାର୍ଡ ଧାରୀଙ୍କ ପାଇଁ ବଡ ଅପଡେଟ୍ । ଏନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଣିକି ଆଡମିଟ୍ ପୂର୍ବରୁ ହସ୍ପିଟାଲରେ ହେଉଥିବା ସମସ୍ତ ଖର୍ଚ୍ଚ ଆୟୁଷ୍ମାନ କାର୍ଡ ଦ୍ୱାରା ବହନ କରାଯିବ । ଏବଂ ରୋଗୀ ମେଡିକାଲରେ ବେଡ୍ରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ…
Read More...
Read More...