ଅଷ୍ଟ୍ରେଲିଆକୁ ୧୧ ଯୁଦ୍ଧଜାହାଜ ଦେବ ଜାପାନ
ଅଷ୍ଟ୍ରେଲିଆ ଏବଂ ଜାପାନ ଏକ ବଡ଼ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଯୁଦ୍ଧଜାହାଜ ଚୁକ୍ତିନାମାର ମୂଲ୍ୟ ପ୍ରାୟ ୧୦ ବିଲିୟନ ଅଷ୍ଟ୍ରେଲୀୟ ଡଲାର (ପ୍ରାୟ ୫୮,୫୦୦ କୋଟି ଭାରତୀୟ ମୁଦ୍ରା) ବୋଲି କୁହାଯାଉଛି। ମାର୍ଲେସ୍ ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ…
Read More...
Read More...