Browsing Tag

Assembly

ବିଧାନସଭା ଶୂନ୍ୟକାଳରେ କିଟ୍ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ

ବ୍ୟୁରୋ : ବିଧାନସଭା ର ଶୂନ୍ୟକାଳ ରେ ଉଠିଲା କିଟ୍ ପ୍ରସଙ୍ଗ। ଓଡ଼ିଆ ଅସ୍ମିତା କଥା କହି ସର୍କାର କୁ ଆସିଥିବା ବିଜେପି ଏବେ ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ବିଫଳ।  କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଙ୍କ ଆତ୍ମ ହତ୍ୟା ଘଟଣା ଓଡିଶା ନିନ୍ଦିତ ହୋଇଛି। ଆନ୍ତର୍ଜାତିକ ସ୍ତରରେ ଓଡିଶା ନିନ୍ଦିତ।…
Read More...

ବିଧାନସଭାରେ ଷଣ୍ଡ ଚିନ୍ତା : ଷଣ୍ଡ ମାନଙ୍କ ସଂଖ୍ୟାବୃଦ୍ଧି ପାଇଁ ପଦକ୍ଷେପ ନେବେ ସରକାର

ବ୍ୟୁରୋ : ବିଧାନସଭାରେ ତାରାଙ୍କ ଷଣ୍ଢ ଚିନ୍ତା । ମନ୍ତ୍ରୀ କହିଲେ ସରକାର ବଢ଼େଇବେ ଷଣ୍ଢ ସଂଖ୍ୟା । ବର୍ତ୍ତମାନ ରାଜ୍ୟର ୩୦ ଟି ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ ଅଛନ୍ତି । ଉନ୍ନତ ମାନର ଷଣ୍ଢ ମାନଙ୍କର ପ୍ରଜନନ ପାଇଁ ହିମିକୃତ ଶୁକ୍ର ଭଣ୍ଡାର ବ୍ୟବହାର କରାଯାଉଛି । ପୂର୍ବରୁ ରାଜ୍ୟରେ…
Read More...

୨୦୨୫ ମାର୍ଚ୍ଚ ସୁଦ୍ଧା ସମସ୍ତ ଗାଁକୁ ପହଞ୍ଚିଯିବ ନେଟୱର୍କ : ମନ୍ତ୍ରୀ ମୁକେଶ ମହାଲିଙ୍ଗ

ବ୍ୟୁରୋ : ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ରହିଥିବା ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ୧୨ ହଜାର ୬୦୨ ଟି 5G ଟାୱାର ଅଛି। ଅଧିକ 5G ଟାୱାର ଅପଡେଟ୍ ମଧ୍ୟ କରାଯାଉଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ନେଟୱର୍କ ଅପହଞ୍ଚ ଥିବା ଗାଁ କୁ ସେବା ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ IT…
Read More...

ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ବ୍ୟୁରୋ : ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେ, ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ, ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ, ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ପୂର୍ବତନ ବିଧାୟକ ଉତ୍କଳ…
Read More...

ଆମେ ଟିଭିରେ ଦେଖିଛୁ : ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାକୁ ଆସନ୍ତି ନାହିଁ

ଭୁବନେଶ୍ୱର : ବିଧାନସଭାରେ ବିଭୂତି ପ୍ରଧାନଙ୍କ ବିବୃତି କୁ ନେଇ ଚର୍ଚ୍ଚା ।ବିଜେଡି ସରକାର ରେ ଜଣେ ଛାୟା ଜଣେ କାୟା ମୁଖ୍ୟମନ୍ତ୍ରୀ ଥିଲେ । ଛାୟା ମୁଖ୍ୟମନ୍ତ୍ରୀ ସାଜିଥିବା ଜଣେ ଅଫିସର ସେ କେବେ ବିଧାନସଭା ଆସିନାହାନ୍ତି । କାୟା ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାକୁ ଆସନ୍ତି ନାହିଁ । ଯାହା…
Read More...

ନୂଆ ବିଧାୟକଙ୍କୁ ତାଲିମ ଦେବେ ଅଭିଜ୍ଞ ବିଧାୟକ : ପାଠ ଶିଖିବେ ନବନିର୍ବାଚିତ

ଭୁବନେଶ୍ୱର: ବିଧାନସଭାର ନୀତି ନିୟମ ଉପରେ ନବ ନିର୍ବାଚିତ ହୋଇଥିବା ବିଧାୟକ ମାନେ ତାଲିମ ଗ୍ରହଣ କରିବେ। ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । କେନ୍ଦ୍ର ଓ ରାଜ୍ୟର ଅଭିଜ୍ଞ ସାଂସଦ,ବିଧାୟକ, ମନ୍ତ୍ରୀ, ପୂର୍ବତ୍ତନ ବିଧାୟକ ଓ ପୂର୍ବତ୍ତନ ମନ୍ତ୍ରୀ ମାନେ ନୂଆ ସଦସ୍ୟଙ୍କୁ…
Read More...

୫ ଦିନରେ ଶେଷ ହେଲା ଷୋଡ଼ଶବିଧାନ ସଭାର ଶେଷ ଅଧିବେଶନ

ଭୁବନେଶ୍ୱର: ମାତ୍ର ୫ ଦିନ ରେ ଶେଷ ହେଲା ଷୋଡ଼ଶବିଧାନ ସଭା ର ଶେଷ ଅଧିବେଶନ। ଫେବୃଆରୀ ୫ରୁ ଆରମ୍ଭ ହେଇଥିଲା ଅଧିବେଶନ। ୧୩ ଯାଏ କାର୍ଯ୍ୟସୂଚୀ ଥିଲା। ଯେଉଁଥିରେ ୭ ଟି କାର୍ଯ୍ୟ ଦିବସ ରହିଥିଲା । ହେଲେ ୨ କାର୍ଯ୍ୟ ଦିବସ ଆଗରୁ ଶେଷ ହେଲା ବିଧାନ ସଭାର  ଅଧିବେଶନ।  ବିଧାନସଭାକୁ…
Read More...

ଆରମ୍ଭ ହେଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ

bêaù^gße: ଆରମ୍ଭ ହେଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ବିଧାନସଭାର ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କଲେ ରାଜ୍ୟପାଳ ରଘୁବର ଦାସ । ଏହାପରେ ଗୃହରେ…
Read More...

ଆସନ୍ତା ୨୧ ତାରିଖରୁ ବିଧାନସଭାର ଶୀତକାଳିନ ଅଧିବେଶନ

ଭୁବନେଶ୍ବର: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଦିନ ୧୧ଟାରେ ଆରମ୍ଭ ହେବ ଶୀତକାଳିନ ଅଧିବେଶନ । ଶୀତକାଳିନ ଅଧିବେଶନ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ବିଧାନସଭା ସଚିବ । ତେବେ ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ…
Read More...

ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି । ଆଜି ବିଧାନସଭାରେ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଛି। ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟ ହୋହଲ୍ଲା କରିଛନ୍ତି । ତା ସହିତ ସହ ୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ହୋହାଲ୍ଲା କରିଛନ୍ତି ବିରୋଧି ।…
Read More...