Browsing Tag

asika policestation

ଶ୍ରେଷ୍ଠ ଥାନା ଭାବେ ମନୋନୀତ ହୋଇଛି ଆସିକା ଥାନା ,ଆସନ୍ତା ୨୦ରେ ଥାନାକୁ ମିଳିବ ଟ୍ରଫି

ଭୁବନେଶ୍ୱର : ଶ୍ରେଷ୍ଠ ଥାନା ଭାବେ ମନୋନୀତ ହୋଇଛି ଓଡିଶାର ଆସିକା ଥାନା | ଆସନ୍ତା ୨୦ ତାରିଖରେ ଦିଲ୍ଲୀରେ ଏକ ଉତ୍ସବରେ ଟ୍ରଫି ପ୍ରଦାନ କରାଯିବ । ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଟ୍ରଫି ଗ୍ରହଣ କରିବେ । ଦେଶର ଶ୍ରେଷ୍ଠ ୩ଟି ପୋଲିସ ଷ୍ଟେସନ ଭିତରେ ଆସିକା ଥାନା ଥିବାରୁ…
Read More...