Browsing Tag

Asian Games

ଏସୀୟ କ୍ରୀଡ଼ାରେ ଇତିହାସ ରଚିବା ପଥରେ ଭାରତୀୟ ଟେକବଲ୍ (Teqball) ଖେଳାଳି କ୍ୱିମସି ଡି’ସୌଜା

ଭାରତର କ୍ୱିମସି ଜୋଆକିମ୍ ଡି'ସୌଜା (Quimcy Joaquim Dsouza) ୨୦୨୬ ଏସୀୟ କ୍ରୀଡ଼ାର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହିତ ସେ ଦେଶ ପାଇଁ ଏକ ଐତିହାସିକ ଟେକବଲ୍ (Teqball) ପଦକ ଜିତିବା ଠାରୁ ମାତ୍ର ଗୋଟିଏ ବିଜୟ ଦୂରତାରେ ରହିଛନ୍ତି। ନିଜର ପ୍ରଥମ ଏସୀୟ…
Read More...

ଏସୀୟ କ୍ରୀଡାରେ ରୌପ୍ୟ ଜିତିଲେ କିଶୋର, ସ୍ୱର୍ଣ୍ଣ ଜିତିଲେ ନୀରୋଜ

ବ୍ୟୁରୋ: ଏସୀୟ କ୍ରୀଡାରେ ଇତିହାସ ରଚିଲେ ଓଡିଆ ପୁଅ କିଶୋର ଜେନା । ଚୀନର ହାଙ୍ଗଝୁରେ  ଚାଲିଥିବା  ଏସୀୟ କ୍ରୀଡାରେ ବଡ ସଫଳତା ଆଣିଛି ଭାରତ । ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ୱର୍ଣ୍ଣ  ଓ ରୌପ୍ୟ  ପଦକ ହାତେଇଛି ଭାରତ । ଭାରତର ଷ୍ଟାର ଖେଳାଳି ନୀରୋଜ ଚୋପ୍ରା ଜାଭେଲିନକୁ  ୮୮.୮୮ ମିଟର  ଦୂର…
Read More...

ଏସୀଆ କ୍ରୀଡାରେ ପଦକ ତାଲିକାରେ ଷଷ୍ଠ ସ୍ଥାନରେ ଭାରତ

ବ୍ୟୁରୋ: ହ୍ୱାଙ୍ଗଝୋରେ ଚାଲିଥିବା ଏସୀଆ କ୍ରୀଡାରେ ସୁଟିଂରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ , ଦୁଇଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ହସଲ କରିଛି । ତା ସହିତ ମହିଳା ୫୦ ମିଟର ରାଇଫଲ ୩-ସ୍ଥାନ ବିଶିଷ୍ଟ ବ୍ୟକ୍ତିଗତ ଇଭେଣ୍ଟରେ ସିଫତ କୌର ସମର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି…
Read More...

ଏସୀୟ କ୍ରୀଡ଼ାରେ ଭାରତକୁ ୫ମ ସ୍ୱର୍ଣ୍ଣ

ବ୍ୟୁରୋ: ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତକୁ ୫ମ ସ୍ୱର୍ଣ୍ଣ । ମହିଳା ୨୫ ମିଟର ପିସ୍ତଲ ଟିମ ଇଭଣ୍ଟେରେ ଭାରତକୁ ସ୍ୱର୍ଣ୍ଣ ମିଳିଛି। ମହିଳା ସୁଟିଂରେ ସୁଟର ସିପ୍ତ କୌର ସାମ୍ରା ସ୍ୱର୍ଣ୍ଣ ଜିତିଛନ୍ତି । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସଫଳତା । ସମାନ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ…
Read More...

ଏସୀୟ କ୍ରୀଡାରେ ଭାରତକୁ ୧୧ ପଦକ

ନୂଆଦିଲ୍ଲୀ: ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ । ଫାଇନାଲରେ ଶ୍ରୀଲଙ୍କାକୁ ୧୯ରନରେ ହରାଇଥିଲା ଭାରତ । ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କ୍ରିକେଟର ଟିମ୍ । ଏସୀୟ କ୍ରୀଡାରେ ୧୧ ପଦକ ଜିତି ସାରିଲାଣି ଭାରତ । ବର୍ତ୍ତମାନ ସୁଦ୍ଧା ୨ ଟି ସ୍ୱର୍ଣ୍ଣ, ୩ରୌପ୍ୟ ଓ ୬ବ୍ରୋଞ୍ଜ…
Read More...

ଚୀନରରେ ଉଦଘାଟନ ହେବ ଏସୀୟ କ୍ରୀଡାର ୧୯ ତମ ସଂସ୍କରଣ

ବ୍ୟୁରୋ: ଆଜି ଚୀନର ହ୍ୱାଙ୍ଗଝୋରେ ଉଦଘାଟନ ହେବ ଏସୀୟ କ୍ରୀଡର ୧୯ ତମ ସଂସ୍କରଣ । ଆଜି ସନ୍ଧ୍ୟା ସମୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଏହି ପ୍ରତିଯୋଗିତା ଉଦଘାଟିତ ହେବ । ଏହି ଖେଳ ଆକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିରେ ୪୫ଟି ଏସୀୟ ଦେଶ ଭାଗ ନେବେ । ପ୍ରତିଯୋଗୀମାନେ…
Read More...

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ଭାରତୀୟ କ୍ରିକେଟ୍ ଦଳ: ବିସିସିଆଇ

ମୁମ୍ବାଇ:  ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ଅଂଶଗ୍ରହଣକୁ ବିସିସିଆଇ ଆପେକ୍ସ କାଉନସିଲରେ ଅନୁମୋଦନ ମିଳିଛି। ସେପ୍ଟେମ୍ବର ୨୮ ତାରିଖରୁ ଆରମ୍ଭ ହେଉଥିବା ଏହି ଏସୀୟ ମହାକୁମ୍ଭରେ ବିସିସିଆଇର ଦ୍ବିତୀୟ ପୁରୁଷ ଦଳ ଭାଗ ନେବ। ଏସୀୟ କ୍ରୀଡ଼ା ଇତିହାସରେ କ୍ରିକେଟ୍ ତୃତୀୟ…
Read More...

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ବକ୍ସିଂ ଦଳ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୌରେ ସେପ୍ଟେମ୍ବର ୨୩ ରୁ ଅକ୍ଟୋବର ୮ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ବକ୍ସିଂ ଦଳର ଘୋଷଣା କରାଯାଇଛି। ଏହି ଦଳରେ ୬ ଥର ଏସୀୟ ଚାମ୍ପିଅନସିପ୍ ପଦକ ବିଜେତା ଶିବ ଥାପା, ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ଲଭଲିନା…
Read More...