ଏସୀୟ କ୍ରୀଡାରେ ରୌପ୍ୟ ଜିତିଲେ କିଶୋର, ସ୍ୱର୍ଣ୍ଣ ଜିତିଲେ ନୀରୋଜ
ବ୍ୟୁରୋ: ଏସୀୟ କ୍ରୀଡାରେ ଇତିହାସ ରଚିଲେ ଓଡିଆ ପୁଅ କିଶୋର ଜେନା । ଚୀନର ହାଙ୍ଗଝୁରେ ଚାଲିଥିବା ଏସୀୟ କ୍ରୀଡାରେ ବଡ ସଫଳତା ଆଣିଛି ଭାରତ । ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାତେଇଛି ଭାରତ । ଭାରତର ଷ୍ଟାର ଖେଳାଳି ନୀରୋଜ ଚୋପ୍ରା ଜାଭେଲିନକୁ ୮୮.୮୮ ମିଟର ଦୂର…
Read More...
Read More...