Browsing Tag

Asia Cup 2025

ଏସିଆ କପ ଟାଇଟଲ ଜିତିଲା ଭାରତ, ମାତ୍ର ଗ୍ରହଣ କଲାନି ଟ୍ରଫି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ନବମ ଏସିଆ କପ ଟାଇଟଲ ଜିତିଲା ଭାରତ । ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍‌ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍‌ ମୁକୁଟ ଜିତିଛି। ଦଶହରା ଓ ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କୁ…
Read More...

ବାଂଲାଦେଶକୁ ହରାଇ ଏସିଆ କପ୍‌ ଫାଇନାଲ୍‌ରେ ଭାରତର ଏଣ୍ଟ୍ରୀ

ନୂଆଦିଲ୍ଲୀ: ବାଂଲାଦେଶକୁ ହରାଇ ଏସିଆ କପ୍‌ ଫାଇନାଲ୍‌ରେ ଭାରତ । ୪୧ ରନ୍‌ରେ ବାଂଲାଦେଶକୁ ହରାଇଲା ଟିମ୍‌ ଇଣ୍ଡିଆ । ୧୯.୩ ଓଭର୍‌ରେ ବାଂଲାଦେଶ ଟିମ୍‌ ଅଲ୍‌ ଆଉଟ୍‌ । କୁଲଦୀପଙ୍କୁ ୩, ବୁମ୍‌ରା ଓ ବରୁଣଙ୍କୁ ୨ଟି ଲେଖାଏଁ ୱିକେଟ୍ । ଓପନର୍‌ ଅଭିଶେଷ ଶର୍ମାଙ୍କ ଧୂଆଁଧାର ୭୫ ରନ୍‌ର ପାଳି ।…
Read More...

ଏସିଆ କପ୍; ସୁପର୍‌-୪ ମୁକାବିଲାରେ ଭାରତର ଦମ୍‌ଦାର ବିଜୟ

ନୂଆଦିଲ୍ଲୀ: ପୁଣି ପଡ଼ିଆରେ ଧୂଳିଚାଟିଲା ପାକିସ୍ତାନ । ଦମଦାର୍ ବିଜୟ ହାସଲ କଲା ଭାରତ । ଏସିଆ କପ ସୁପର ଫୋର୍ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ୬ ଓ୍ୱିକେଟ୍‌ରେ ପାକିସ୍ତାନକୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ । ୭ ବଲ୍‌ ବାକି ଥାଇ ଟାର୍ଗେଟ୍‌ ପୂରା କଲା ଭାରତୀୟ ଦଳ ।…
Read More...

ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଭେଟିବ ୟୁଏଇ କୁ

ନୂଆଦିଲ୍ଲୀ:- ଏସିଆ କପ୍‌ର ୧୭ଶ ସଂସ୍କରଣରେ ଅଭିଯାନ ଆରମ୍ଭ କରିବ ଗତଥରର ଚମ୍ପିଆନ୍‌ ଭାରତ ।  ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍‌ରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ଦଳୀୟ ସନ୍ତୁଳନ ବଜାୟ ରଖିବା ଭାରତ ପାଇଁ…
Read More...

ଦଳରେ ବୁମରାହ ଇନ୍ ସିରାଜ ଆଉଟ

ନୂଆଦିଲ୍ଲୀ:- ୟୁଏଇରେ ହେବାକୁ ଥିବା ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମଙ୍ଗଳବାର ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟକୁମାର ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ନିଯୁକ୍ତ…
Read More...

ସଂଯୁକ୍ତ ଆରବରେ ଖେଳାଯିବ ଏସିଆ କପର ୨୦୨୫ ସଂସ୍କରଣ

ଏସୀୟ କ୍ରିକେଟ ପରିଷଦ (ACC) ସଭାପତି ମୋହସିନ ନକଭି ଘୋଷଣା କରିଛନ୍ତି ଯେ ଏସିଆ କପର ୨୦୨୫ ସଂସ୍କରଣ ଏକ ହାଇବ୍ରିଡ୍ ମଡେଲରେ ଖେଳାଯିବ ଏବଂ ଏହା ସେପ୍ଟେମ୍ବର ୯ ରୁ ୨୮ ପର୍ଯ୍ୟନ୍ତ ଚାଲିବ, ସଂଯୁକ୍ତ ଆରବ ଏମିରେଟ୍ସ ରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସ୍ଥିର ହୋଇଛି । ଭାରତ ଏବଂ…
Read More...