Browsing Tag

Asia cup

ଏସିଆ କପ୍‌ରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଏସିଆ କପ୍‌ରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆସନ୍ତା ୨୧ରେ ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ । UAEକୁ ୪୧ ରନ୍‌ରେ ହରାଇବା ପରେ ଗ୍ରୁପ୍‌-୪ରେ ଏବେ ପାକିସ୍ତାନ । ପୂର୍ବରୁ ଗ୍ରୁପ୍‌-୪ରେ ପ୍ରବେଶ କରି ସାରିଥିବା ଭାରତକୁ ଭେଟିବ ପାକିସ୍ତାନ ।…
Read More...

ଏସିଆ କପ୍‌: ଦୁବାଇରେ ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ

ନୂଆଦିଲ୍ଲୀ: ଦୁବାଇ ଷ୍ଟାଡିୟମରେ ପହଲଗାମ୍ ଘଟଣାର ପ୍ରତିଶୋଧ ନେଲା ଭାରତ । ଏସିଆ କପ ୨୦୨୫ରେ ଭାରତର ଦମଦାର ଦ୍ବିତୀୟ ବିଜୟ। ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ । ୧୫ .୫ ଓଭର୍‌ରେ ବିଜୟ ହାସଲ କଲା ଭାରତୀୟ ଦଳ । ଛକା ମାରି ବିଜୟ ଭେଟି ଦେଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ଭାରତ…
Read More...

ଭାରତ ଚଳିତ ବର୍ଷ ଏସିଆ କପ୍ ଖେଳିବନି ଖବରରେ ସତ୍ୟତା ନାହିଁ : ବିସିସିଆଇ

ନୂଆଦିଲ୍ଲୀ-: ଭାରତ ଓ ପାକିସ୍ତାନ ମଧ୍ୟରେ ଖରାପ ସଂପର୍କ ଦୃଷ୍ଟିରୁ ଭାରତ ଚଳିତ ବର୍ଷ ଏସିଆ କପ୍ ଖେଳିବନି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ବିସିସିଆଇ ଖଣ୍ଡନ କରିଛି । ଏପରି ଖବରରେ କୌଣସି ସତ୍ୟତା ନାହିଁ ତଥା ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ବିସିସିଆଇ…
Read More...

ପରସ୍ପରକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇବେ ଭାରତ ଏବଂ ଶ୍ରୀଲଙ୍କା

ବ୍ୟୁରୋ: ଏସିଆ କପର ଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ସୁପର -୪ର ଶେଷ ମ୍ୟାଚରେ ଭାରତ ବାଲାଂଦେଶଠାରୁ ହାରିଥିବା ବେଳେ ଶ୍ରୀଲଙ୍କା ପାକିସ୍ତାନ ଠାରୁ ରୋମାଞ୍ଚକ ବିଜୟ ହାସଲ କରିଛି । ଆସନ୍ତା କାଲି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ ୨୦୨୩ ଫାଇନାଲ ମ୍ୟାଚ ଖୋଳାଯିବ । ଏହି ମ୍ୟାଚ…
Read More...

ଟସ୍ ଜିତି ଟିମ ଭାରତ ବୋଲିଂ ନିଷ୍ପତି ନେଇଥିଲେ, ହିରୋ ସାଜିଲେ ଶାର୍ଦ୍ଦୁଲ

କଲମ୍ବୋ: ଏସିଆ କପ୍ ସୁପର-୪ର ଆଜି ଅନ୍ତିମ ମ୍ୟାଚ୍ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଛି ଭାରତୀୟ ଦଳ । ବାଂଲାଦେଶ ୮ୱିକେଟ ହରାଇ ୨୫୬ ରନ କରିଛନ୍ତି । ଚମକ୍ରାର ବୋଲିଙ୍ଗ କରିଛନ୍ତି ସାର୍ଦ୍ଦୁଲ ଠାକୁର । ତେବେ…
Read More...

ଫିଲ୍ଡିଂ ବେଳେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ନାଚିଲେ ବିରାଟ , ଭିଡିଓ ଭାଇରାଲ

ବିରାଟ କୋହଲି ମଇଦାନରେ ଭିନ୍ନ ମୁଡରେ ରୁହନ୍ତି । ବ୍ୟାଟିଙ୍ଗ ବେଳେ ଆକାରତ୍ମକ ମୁଡ ଏବଂ ଫିଲ୍ଡିଂ କରୁଥିବା ସମୟରେ ମସ୍ତି ମୁଡରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଆଉ ଭାରତ-ଶ୍ରୀଲଙ୍କା ମ୍ୟାଚରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି ।…
Read More...

ବୁମାରଙ୍କ ପୁଅକୁ ଉପହାର ଦେଲେ ଶାହିନ ଶାହା ଆଫ୍ରିଦି , ଭିଡିଓ ହେଉଛି ଭାଇରାଲ

ବାପା ବୁମରାଙ୍କୁ ଉପହାର ଦେଇଛନ୍ତି ପାକିସ୍ତାନୀ କ୍ରିକେଟର ଶାହିନ ଆଫ୍ରିଦି । ବୁମରାଙ୍କ ପୁଅ ଅଙ୍ଗଦଙ୍କୁ ଉପହାର ଦେଇଛନ୍ତି ଆଫ୍ରିଦି । ଜସପ୍ରୀତ ବୁମରା ନିକଟରେ ବାପା ହୋଇଛନ୍ତି । ଏଥିପାଇଁ ନେପାଳ ବିପକ୍ଷ ମ୍ୟାଚ ଖେଳିନଥିଲେ ବୁମରା । ପରେ ଟିମକୁ ଫେରିଥିଲେ ବୁମରା । ପାକିସ୍ତାନର ଦ୍ରୁତ…
Read More...

ସେପ୍ଟେମ୍ବର ୧୦, ଭାରତ-ପାକିସ୍ତାନ ମୁହାଁମୁହିଁ

ବର୍ଷା ବାଧକ ସତ୍ୱେ ଗତ କାଲିର ମ୍ୟାଚରେ ନେପାଳକୁ ୧୦ ୱିକେଟରେ ହରାଇଛି ଭାରତ । ସୁପର-୪ରେ ପ୍ରବେଶ କରଛି ଭରତ । ପ୍ରବେଶ କରିବା ଫଳରେ ଆସନ୍ତା ରବିବାର ଭାରତ ପାକିସ୍ତାନ ମଧ୍ୟରେ ଆଉ ଏକ ମ୍ୟାଚ ଦେଥିବାକୁ ମିଳିବ । ୨ ମ୍ୟାଚରୁ ୩ ପଏଣ୍ଟ ପାଇଥିବା ଭାରତ ଗ୍ରୁପ୍ ‘ଏ’ରେ ଦ୍ୱିତୀୟ ଦଳ ଭାବେ…
Read More...

ଆଜି ରାହୁଲଙ୍କ ଫିଟନେସ ଟେଷ୍ଟ , ଫିଟ ହେଲେ ଶ୍ରୀଲଙ୍କା ଗସ୍ତ

ଆହତ ହୋଇଥିବାରୁ  ଏସିଆ କପରେ  ପ୍ରଥମ ଦୁଇଟି ମ୍ୟାଚ୍ରୁ ବାଦ ପଡିଛନ୍ତି ବ୍ୟାଟସମ୍ୟାନ୍ କେଲ ରାହୁଲ । ଯାହାଫଳରେ ରାହୁଲ ଭାରତୀୟ ଦଳ ସହ ଶ୍ରୀଲଙ୍କା ଯାତ୍ରା କରିନଥିଲେ । ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ସୋମବାର ଫିଟନେସ ପରୀକ୍ଷା ହେବ…
Read More...

ଆଜିଠୁ ଏସିଆ କପ୍ ଲଢ଼େଇ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ

ଆଜିଠୁ ଏସିଆ କପ୍ ଲଢ଼େଇ | ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ | ଚଳିତ ଥର ଏଥିରେ ମୋଟ ୧୩ଟି ମ୍ୟାଚ ଖେଳାଯିବା ନେଇ ସୂଚନା ରହିଛି । ଶ୍ରୀଲଙ୍କା ଓ ପାକିସ୍ତାନ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି। ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ଫାଇନାଲ ସହ ୯ଟି…
Read More...