ରେଳ ବଜେଟ୍ରେ ଓଡ଼ିଶା ପାଇଁ ୧୦,୯୨୮ କୋଟି, ଇଷ୍ଟ–ୱେଷ୍ଟ କରିଡରରୁ ମିଳିବ ବଡ଼ ଲାଭ: ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ରେଳ ବଜେଟ୍କୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରେସ୍ମିଟ୍ କରିଛନ୍ତି। ସେ କହିଛନ୍ତି ଯେ ଚଳିତ ବଜେଟ୍ରେ ଓଡ଼ିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଏହା ରାଜ୍ୟର ରେଳ ଭିତ୍ତିଭୂମି ବିକାଶରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ…
Read More...
Read More...