ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣା: ଆଶିଷ ମିଶ୍ରାଙ୍କ ଜାମିନ ରଦ୍ଦ
ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କ ପୁଅର ଜାମିନ ରଦ୍ଦ । ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ ମିଶ୍ରାଙ୍କ ଜାମିନ ରଦ୍ଦ କରାଯାଇଛି ଯାହାଫଳରେ ତାଙ୍କୁ ପୁଣିଥରେ ଜେଲ ଯିବାକୁ ପଡିବ । ଆଶିଷଙ୍କ ଜାମିନ ଆବେଦନକୁ ଖାରଜ…
Read More...
Read More...