ଏବେ ନା ଲେଖି ପାରିବେ ନା କମେଣ୍ଟ କରି ପାରିବେ କେବଳ ରିଲ୍ ଦେଖିପାରିବେ ସେନା
ଯବାନ ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ନୂତନ ନୀତି ସଂଶୋଧନ ହୋଇଛି । ଏହି ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ କେବଳ ନଜର ରଖିବା ଏବଂ ଦେଖିବା ପାଇଁ Instagram ବ୍ୟବହାର କରିପାରିବେ। ଏହି ସମୟ ମଧ୍ୟରେ, ସେମାନେ କୌଣସି ପୋଷ୍ଟକୁ ଲାଇକ…
Read More...
Read More...