ଆରବସାଗରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ବିପର୍ଯ୍ୟୟ
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ବାତ୍ୟା ସାମୁଦ୍ରିକ ଝଡ ବିପର୍ଯ୍ୟୟରେ ପରିଣତ ହୋଇ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୬ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଦିଗରେ ଗତି କରିବ ବିପର୍ଯ୍ୟୟ । ସମୁଦ୍ରରୁ ଅଧିକ ବଳ ଗୋଟାଇ ପୂର୍ବ…
Read More...
Read More...