Browsing Tag

Anisha pattanayak

ବାଲିପଶିରେ ଡାକମେଳା ଉତ୍ସବ

ଅନୁଗୁଳ/ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ ଅନ୍ତର୍ଗତ ବାଲିପଶି ଶାଖା ଡାକଘରରେ ବାର୍ଷିକ ଡାକଜୀବନ ବିମା ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଡିଭିଜନ ଡାକ ଅଧିକ୍ଷକ ଜଗଦୀଶ ଦାସ ମୁଖ୍ୟଅତିଥି, କଣିହାଁ ତହସିଲଦାର ପତିତପାବନ ଦେବତାଙ୍କୁ…
Read More...

ଗତ ୨୪ ଘଣ୍ଟାରେ ୫,୩୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଯାହା ୫ ହଜାର ଉପରେ ରହିଛି। କିନ୍ତୁ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୪୬ ହଜାର ତଳେ ରହିଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୱେବ୍ସାଇଟ୍ରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ…
Read More...

୨୪ ଘଣ୍ଟା ମଧ୍ୟରେ ୨୦୨ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି । କରୋନା ସଂକ୍ରମଣ ୩ ତଳେ ରହିଛି । ଗତକାଲି ୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ…
Read More...

ଶ୍ରୀ ମନ୍ଦିରକୁ ଭକ୍ତ ଏବେ ନେଇ ପାରିବେ ବାହାରୁ ନଡ଼ିଆ ଓ କଦଳୀ

ପୁରୀ / ଜୟନ୍ତ କୁମାର ସେଠୀ : ଖବର ପ୍ରସାରଣ ପରେ ହଟିଲା କଟକଣା, ଭକ୍ତ ଏବେ ନେଇ ପାରିବେ ବାହାରୁ ନଡ଼ିଆ ଓ କଦଳୀ । କାକଟପୁର ମା ମଙ୍ଗଳା ମନ୍ଦିର ଭିତରକୁ ବାହାରୁ ନଡ଼ିଆ ଓ କଦଳୀ ନେଇ ପୂଜା କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଅଘୋଷିତ ନିର୍ଦ୍ଦେଶ ନାମା ଜାରି କରାଯାଇଥିଲା। ଯାହା ଫଳରେ…
Read More...

ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ

ବରୀ/ ସତ୍ୟଜିତ ବାରିକ  : ଓଡିଶା ଜୀବିକା ମିଶନ ବରୀ ଓ ଓରମାସ ଯାଜପୁରର ମିଳିତ ସହଯୋଗରେ ବ୍ଲକସ୍ତରୀୟ ନିଯୁକ୍ତି ମେଳା ବରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବରୀ ପଞ୍ଚାୟତ ସମିତିର ଅଧକ୍ଷ ଅଶୋକ କୁମାର ଗେଡି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…
Read More...

ଆଠ ଫୁଟ ଅଜଗର ସାପ ଉଦ୍ଧାର

ରାୟଗଡା / ମନୋଜ ସାହୁ : ଆଠ ଫୁଟ ଅଜଗର ସାପ ଉଦ୍ଧାର । ଏ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରେ । ସୂଚନାନୁସାରେ , ସହର ଭିତରେ ଥିବା ପିଏସଆର ସିନେମା ହଲର ଗାଡି ପାର୍କିଂଙ୍ଗ ଯାଗାରୁ ଏହି ସାପ କୁ ଉଦ୍ଧାର କରିଛନ୍ତି ସାପ ଧରାଳି ପ୍ରଦୀପ ସେନାପତି । ଆଜି ଦୁଇ ପହର ସମୟରେ ବର୍ଷା ହେଉଥିବା…
Read More...

ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ର କହିଲେ, ଅସଲି କାହାଣୀ ଜାଣିନାହାଁନ୍ତି ଚୁପ ରୁହନ୍ତୁ

ମୁମ୍ବାଇ : ଗତ ବର୍ଷ ଜୁନ ମାସରେ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡ଼ିଓ ଏବଂ ଠକେଇ ମାମଲାରେ ଗିରଫ ହୋଇଥିଲେ। ଯାହା ଫଳରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ବହୁତ ଲଜ୍ଜିତ ହେବାକୁ ପଡ଼ିଥିଲା। କିନ୍ତୁ ବର୍ଷେ ପରେ ଏହି ମାମଲାରେ ମୁହଁ ଖୋଲିଲେ ରାଜ କୁନ୍ଦ୍ରା । ଆଉ ଟ୍ଵିଟ୍‌ କରି ନିଜ ଆକାଉଣ୍ଟରେ ଗୋଟେ…
Read More...

ଗାଡ଼ିରୁ ବାହାରିଲା ଏକ କୁଇଣ୍ଟାଲ ରୁପା ଇଟା

କଟକ: ଗଞ୍ଜେଇ ଖୋଜୁ ଖୋଜୁ ବାହାରିଲା ମାଳ ମାଳ ରୁପା ଇଟା । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଟୋଲ୍‌ ଗେଟ୍‌ ନିକଟରେ । ସୂଚନାନୁସାରେ , ଗାଡ଼ିର ସିକ୍ରେଟ ଚାମ୍ବରରେ ରୁପା ଇଟାକୁ ସୀମା ପାର୍‌ କରାଯାଉଥିଲା ଟୋଲ୍‌ ଗେଟ୍‌ରେ ଧରା ପଡ଼ିଯାଇଛି । ପୂଜା ପୂର୍ବରୁ କଟକ ଜିଲ୍ଲା ଟାଙ୍ଗି…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୫,୪୪୩ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୫ ହଜାର ଟପି ଯାଇଛି କରୋନା ସଂକ୍ରମଣ । କିନ୍ତୁ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୮ ହଜାର ୫୦୦ ଉପରେ ରହିଥିବା କଥାସ୍ୱାସ୍ଥ୍ୟ ମନ୍ତ୍ରାଳୟ ୱେବ୍ସାଇଟ୍ରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୨୫୨ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର :  ରାଜ୍ୟରେ ଦୈନିକ କରୋନା କମିଛି । କରୋନା ସଂକ୍ରମଣ ୨ ଶହ ଉପରେ ରହିଛି। ଗତକାଲି ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ…
Read More...