Browsing Tag

Anisha pattanayak

ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା ; ଆଗାମୀ ତିନି ଦିନ ଯାଏ ବର୍ଷିବ ବର୍ଷା

ଭୁବନେଶ୍ୱର : ଅହରହ ବର୍ଷା । ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଲଗାଣ ବର୍ଷାରେ ବିଭିନ୍ନ ଜିଲ୍ଲାରେ ଫୁଲ ହୋଇଗଲାଣି ନାଳ ନଦୀ । ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଓଡ଼ିଶା ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଛତିଶଗଡ଼…
Read More...

ଅପୂଜା ଓ ଉପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର : ବିବାଦ ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଆଜି ଅପୂଜା ଓ ଉପାସ । ପୂଜା ପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ପଇତା ଲାଗି ନୀତିକୁ ନେଇ ଦେଖାଦେଇଛି ବିବାଦ । ଯାହା ପାଇଁ ମହାପ୍ରଭୁ ଆଜି ଉପାସ । ସୂଚନାନୁସାରେ , ପୂଜା ପଣ୍ଡା ତିନିଟି ପଇତା ଲାଗି କରିଥାନ୍ତି । କିନ୍ତୁ ବଡୁ ନିଯୋଗ ଏହାକୁ…
Read More...

ଦେଶରେ ଦୈନିକ କରୋନା ସଂକ୍ରମଣ ବଢୁଛି : ୧୬,୦୪୭ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ମଙ୍ଗଳବାରଠାରୁ ୨୬% ବୃଦ୍ଧି ପାଇ ପ୍ରାୟ ୧୬ ହଜାର ଟପିଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ସୂଚନା ସୂଚନାନୁସାରେ , ୨୪ ଘଣ୍ଟା ମଧ୍ୟରେ ୧୬,୦୪୭ କରୋନା ଆକ୍ରାନ୍ତ ଚିହ୍ନଟ ଓ ୫୪ ମୃତ୍ୟୁ ରେକର୍ଡ କରାଯାଇଛି।୨୪…
Read More...

ରାଜ୍ୟରେ କରୋନା ସଂକ୍ରମଣ ବଢିଛି ; ୬୫୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ । ଗତକାଲି  କରୋନା ସଂକ୍ରମଣ ୫ ଶହ ତଳେ ଥିବା ବେଳେ ଆଜି ୬୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୨୬୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ନୂତନ…
Read More...

ହାତୀ କଙ୍କାଳ ମିଳିବା ଘଟଣା: ଗିରଫ ଫରେଷ୍ଟରଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ଆଠଗଡ: ମାଟି ତଳୁ ହାତୀ କଙ୍କାଳ ମିଳିଥିବା ଘଟଣା । ଗିରଫ ଫରେଷ୍ଟରଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ସେଥିପାଇଁ ପ୍ରଦୀପଙ୍କୁ ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରାଟୋରିକୁ ଆଣିଲା ବନ ବିଭାଗ । ଆଠଗଡ ବନଖଣ୍ଡର ନରସିଂହପୁର ଅଂଚଳରେ ହୋଇଥିବା ହାତୀ ହତ୍ୟା ଘଟଣାକୁ ନେଇ ଗତ ଅଗଷ୍ଟ ୧ରେ ପ୍ରଦୀପଙ୍କୁ…
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହତରେ ଧରାପଡିଲେ କୃଷି ଅଧିକାରୀ

ଭୁବନେଶ୍ୱର : ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହତରେ ଧରାପଡିଲେ କୃଷି ଅଧିକାରୀ  । ଏ ଘଟଣା ଘଟିଛି ପଦ୍ମପୁର ପାଇକମାଳ ବସଷ୍ଟାଣ୍ଡରେ । କୃଷି ବିାଭଗର ଆସିଷ୍ଟାଣ୍ଡ ବ୍ଲକ ଅଫିସର ହେଉଛନ୍ତି ପ୍ରଶୟ କୁମାର ମନ୍ତ୍ରୀ । ସାର ଡିଲରଙ୍କ ଲାଇସେନ୍ସ ରଦ୍ଧ…
Read More...

୫ ଶହ ତଳକୁ ଖସିଲା କରୋନା ସଂକ୍ରମଣ ; ୪୮୭ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି । ୫ ଶହ ତଳକୁ ରହିଛି ସଂକ୍ରମିତ । ଗତକାଲି ୬୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୨୮୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ…
Read More...

ଦେଶରେ କାମୁଛି କରୋନା ସଂକ୍ରମଣ; ୧୨, ୭୫୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ କମି କମି ଯାଉଛି କରୋନା ସଂକ୍ରମଣ । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୬,୧୬୭ ଥିବା ‌ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୨, ୭୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଦେଶରେ ଏବେ ବି ସକ୍ରିୟ ଅଛନ୍ତି ୧୩୧୮୦୭ ଜଣ ଓ ସୁସ୍ଥ ହୋଇ ସାରିଲେଣି ୪୩୫୧୬୦୭୧ ଜଣ। ଏବେ ସୁଦ୍ଧା…
Read More...

ସ୍ତନ କର୍କଟରୁ ସୁସ୍ଥ ହେଲେ ମହିମା ଚୌଧୁରୀ

ବ୍ୟୁରୋ: ସ୍ତନ କର୍କଟରୁ ଭଲ ହେଲେ ମହିମା ଚୌଧୁରୀ । ଆଉ କହିଥିଲେ କେମିତି କଟିଥିଲା ସେହି ସମୟ । ନିଜ ବାପା ମାଙ୍କୁ କଷ୍ଟ ହେବ ବୋଲି ଲୁଚାଇ ରଖିଥିଲେ ଏକ ବଡ ରହସ୍ୟ । ଆଉ ସେ ରହସ୍ୟ ଥିଲା ନିଜ କ୍ୟାନସର ରୋଗର କଥା । ଯାହାକି ସେ ତାଙ୍କ ବାପାମାଆଙ୍କୁ ବି କହିନଥିଲେ । କିନ୍ତୁ ପରେ ସବୁ କଥା…
Read More...

ରାଜଧାନୀରେ ପୁଣି ବୁଡ଼ିଲା ବସ ଭାସିଲା ଗାଡି

ଭୁବନେଶ୍ବର: ଲଗାଣ ବର୍ଷାରେ ବେହାଲ ରାଜଧାନୀ। ପୁଣି ଭୁବନେଶ୍ବର ଇସ୍କନ ସାମ୍ନାରେ ଲହଡ଼ି ଭାଙ୍ଗୁଛି ପାଣି । ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି ହୋଇଛି । ପାଣିରେ ଭାସୁଛି ଗାଡି ମୋଟର । ମଝି ରାସ୍ତାରେ ଅଟକିଲା OSRTC ବସ୍ । ଗାଡ଼ିର ସମସ୍ତ ଚକା ବୁଡ଼ିଯାଇଥିବା ଦେଖିବାକୁ ମିଳିଛି ।…
Read More...