Browsing Tag

Anisha pattanayak

ଆରଡି ମେଡିକାଲ ଛାତରୁ ଖସିଲା ବଡ ବଡ ପ୍ଳାଷ୍ଟର ଖଣ୍ଡ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଆରଡି ମେଡିକାଲ ଛାତରୁ ଖସିଲା ବଡ ବଡ ପ୍ଳାଷ୍ଟର ଖଣ୍ଡ। ଅଳ୍ପକେ ବର୍ତ୍ତିଗଲେ ରୋଗୀଙ୍କ ସହ ମେଡିକାଲ କର୍ମଚାରୀ। ଆଉ କିଛି ରୋଗୀ ଆରଡି ମେଡିକାଲରେ ଚିକିତ୍ସା ପାଇଁ ବସିଥିବା ସମୟରେ ହଠାତ୍ ମେଡିକାଲ ଛାତରୁ ବଡ ପ୍ଳାଷ୍ଟର ଖଣ୍ଡ ତଳେ ପଡି ଚୁରମାର ହୋଇଯାଇଥିଲା ।…
Read More...

ଆସିକା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅବିନାଶ ମୁନୀ

ହିଞ୍ଜିଳି କାଟୁ/ରଜନୀକାନ୍ତ ପାତ୍ର : ତିନିଦିନ ଧରି ବ୍ରହ୍ମପୁରରେ ଚାଲିଥିବା ବେଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୨ ରେ ଆସିକା ପାଇଁ ଗୌରବ ଆଣିଛନ୍ତି ଅବିନାଶ ମୁନୀ। ବାଳକ ଦଳରେ ୧୭ ବର୍ଷ ବର୍ଗରେ ସିଙ୍ଗଲସ ଓ ଡ଼ବଲସରେ ଚମ୍ପିୟାନ ହୋଇ ଏହି କୃତିତ୍ବ ହାସଲ କରିଛନ୍ତି।ଏପରିକି ସେ ଓଡିଶା…
Read More...

ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ଦିନ। ଏହି ରୋହିଣୀ ନକ୍ଷତ୍ରର ଅଷ୍ଟମୀ ତିଥିରେ ଜନ୍ମ ହୋଇଥିଲେ ଭଗବାନ ଶ୍ରୀକୃଷ୍ଣ । ସେଥିପାଇଁ…
Read More...

କୋରାପୁଟରୁ ରାୟଗଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ପୋଲ ଭୁଶୁଡ଼ି ପଡିଛି

କୋରାପୁଟ: କୋରାପୁଟରୁ ରାୟଗଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଗୋଟିଏ ପୋଲ ଆଜି ଅପରାହ୍ନରେ ଭୁଶୁଡ଼ି ଯାଇଛି। ୩୨୬ନମ୍ବର ଜାତୀୟ ରାଜପଥର କୋରାପୁଟ ଜିଲ୍ଲା ଲେନ୍ଦିରିମାଳିଗୁଡା ଓ ବଙ୍ଗଳାଗୁଡା ନିକଟରେ ରହିଥିବା ଏହି ପୋଲ ପ୍ରାୟ ୫୦ବର୍ଷ ତଳେ ନିର୍ମାଣ ହୋଇଥିଲା। ଲଗାଣ ବର୍ଷାର ମାଡ଼ରେ…
Read More...

୧୦ ହଜାର ତଳକୁ ଖସିଲା ଦେଶରେ ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ରହିଛି । ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୦୬୨ କରୋନା ଆକ୍ରାନ୍ତ ଚିହ୍ନଟ ଓ ୩୬ ମୃତ୍ୟୁ ରେକର୍ଡ କରାଯାଇଛି। ଏଥିରେ କେରଳ ପିଛିଲା ଭାବେ ୬ ମୃତ୍ୟୁ ସାମିଲ କରିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା…
Read More...

୨୪ଘଣ୍ଟାରେ ରାଜ୍ୟରେ ୨୮୦ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆଜି କରୋନା ସଂକ୍ରମଣ ୩ଶହ ତଳକୁ ରହିଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୨୫୫ ଥିବାବେଳେ ଆଜି ୨୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୧୫ ଜଣ ସ୍ଥାନୀୟ…
Read More...

ନୟାଗଡ଼ରେ ବନ୍ୟା ସ୍ଥିତି ଗମ୍ଭୀର

ନୟାଗଡ଼: ନୟାଗଡ଼ରେ ବନ୍ୟା ସ୍ଥିତି ଉପୁଜିଛି । ୧୨୦ଟି ଗାଁ ସହ ଯୋଗାଯୋଗ ହୋଇନ ଥିବାବେଳେ ପ୍ରଭାବିତ ହୋଇଛନ୍ତି ୫୦ ହଜାର ଲୋକ । ଗଣିଆ, ଖଣ୍ଡପଡ଼ା ଏବଂ ଭାପୁର ବ୍ଲକରେ ବିପନ୍ନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗଣିଆରୁ ବଡ଼ମୂଳ ରାସ୍ତାର ବିଭିନ୍ନ ସ୍ଥାନରେ ୭ ଫୁଟ ବନ୍ୟା ଜଳ ପ୍ରବାହିତ…
Read More...

ମୁମ୍ବାଇ ପୋଲିସ ଜବତ କରିଛି ୫୧୬ କିଲୋ ଏମଡି ଡ୍ରଗ୍ସ 

ମୁମ୍ବାଇ: ମୁମ୍ବାଇ ପୋଲିସକୁ ବଡ ସଫଳତା ।   ୫୧୬ କିଲୋ ଏମଡି ଡ୍ରଗ୍ସ ଜବତ କରିଛି । ଏହାର ଅର୍ନ୍ତଜାତୀୟ ବଜାରରେ ଦର ୧୦୨୬ କୋଟି । କିଛି ଦିନ ତଳେ ମୁମ୍ବାଇ ପୋଲିସର ଏଏନସି ବା ଆଣ୍ଟି ନାର୍କୋଟିକ୍ସ କଣ୍ଟ୍ରୋଲ ସେଲ ଗୁଜରାଟ ସୀମାବର୍ତ୍ତୀ ପାଲଘର ଜିଲ୍ଲାର ନାଲା ସୋପାରାରୁ ୧୪୦୩ କୋଟି…
Read More...

ଔଷଧୀୟ ଗୁଣରେ ଭରପୁର ଅପରାଜିତା ଫୁଲ

ଭୁବନେଶ୍ୱର:  ଅପରାଜିତା । ଏ ଏମିତି ଏକ ଫୁଲ ଯାହା ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମିଳୁଥିବା ସାଧାରଣ ଗଛଟି । ଏହା ଯେଉଁଠି ନାହିଁ ସେଇଠି ଲଟା ପରି ମାଡିଯାଏ । ଆୟୁବେଦରେ ଏହି ଫୁଲଟିକୁ ଜଡିବୁଟି ଭାବେ ବ୍ୟବହାର କରାଯାଏ । ବିଶେଷ କରି ବର୍ଷା ଋତୁରେ  ଏହି ଫୁଲ ଅଧିକ ଫୁଟିଥାଏ ।…
Read More...

ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ

ପୁରୀ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ…
Read More...