Browsing Tag

Anisha pattanayak

୨୪ଘଣ୍ଟାରେ ରାଜ୍ୟରେ ୨୯୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆଜି କରୋନା ସଂକ୍ରମଣ ୩ ଶହ ତଳକୁ ରହିଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୨୦୬ ଥିବାବେଳେ ଆଜି ୨୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୨୨ ଜଣ ସ୍ଥାନୀୟ…
Read More...

କଫ୍ ସିରପ ସହ ଧଳା ଜହର ଜବତ କଲା ପୁଲିସ ; ୫ ଅଭିଯୁକ୍ତ ଗିରଫ

ଅନୁଗୁଳ  /ଜ୍ୟୋତିରଞ୍ଜନ ଧର  : ପୋଲିସ ମିଳିଛି ବଡ ସଫଳତା  । କଫ୍ ସିରପ ସହ ଧଳା ଜହର ଜବତ କଲା ପୋଲିସ  । ଏ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନାର  ।  କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ କରିବା ସହିତ ଦୁଇଟି ପୃଥକ୍  ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି ପୋଲିସ   ।…
Read More...

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ନୀତି ଅନୁଷ୍ଠିତ

ପୁରୀ : ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ନୀତି ଅନୁଷ୍ଠିତ ହେବ । ଗତକାଲି ଠାକୁରଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘ୍ୟଆସୁର ବଧ ନିତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ବାଳଗୋପାଳ ଓ ବଡ଼ଠାକୁର ବଳରାମ ବେଶ…
Read More...

ଭିଜିଲାନ୍ସ ପଞ୍ଝାରେ କଲେଜ କିରାଣି ଉତ୍ତମ ରାଉତ

ଢେଙ୍କାନାଳ: ଭିଜିଲାନ୍ସ ପଞ୍ଝାରେ କଲେଜ କିରାଣି । ଏ ଘଟଣା ଘଟିଛି ଢେଙ୍କନାଳ ଆଇନ ମହାବିଦ୍ୟାଳୟରେ । ଏହି ମହାବିଦ୍ୟାଳୟର ଉତ୍ତମ ରାଉତ ନାମକ ଜଣେ କିରାଣୀ ଲ’ ସାର୍ଟିଫିକେଟ କରାଇ ଦେବା ନାହଁରେ ନେଉଥିଲା ଟଙ୍କା । ମାସୁଦ ହୁସେନ ନାମକ ଯୁବକଙ୍କ ଠାରୁ ଉତ୍ତମ ୮ ହଜାର ୫୦୦ ଟଙ୍କା ଲାଞ୍ଚ…
Read More...

ଘରୋଇ ସ୍କୁଲର ଦାଦାଗିରି; ସ୍କୁଲ ଫି ପାଇଁ ଛାତ୍ରଛାତ୍ରୀଙ୍କୁ ଅଟକ

ଭୁବନେଶ୍ୱର: ଘରୋଇ ସ୍କୁଲର ଦାଦାଗିରି । ଶିକ୍ଷାକୁ କେମିତି ବ୍ୟବସାୟରେ ପରିଣତ କରାଯାଇଛି ତାହାର ଚିତ୍ର । ବିଦ୍ୟାମନ୍ଦିରରେ କେମିତି ଫି ନଦେଲେ ଅଟକାଇ ରହୁଛନ୍ତି ଛାତ୍ରଛାତୀ ମାନଙ୍କୁ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ । ଘାଟିକିଆ ନାକା ଗେଟ୍ ନିକଟରେ…
Read More...

୨୪ଘଣ୍ଟାରେ ରାଜ୍ୟରେ ୨୦୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆଜି କରୋନା ସଂକ୍ରମଣ ୩ ଶହ ତଳକୁ ରହିଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୨୦୩ ଥିବାବେଳେ ଆଜି ୨୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୮୫ ଜଣ ସ୍ଥାନୀୟ…
Read More...

ଅନ୍ଧ ବିଶ୍ବାସର କରୁଣ ପରିଣତି; ଭାଇକୁ ହତ୍ୟା କଲା ଭାଇ

ନବରଙ୍ଗପୁର/ ମନୋଜ ଦାଶ: ଅନ୍ଧ ବିଶ୍ବାସର କରୁଣ ପରିଣତି । ଗୁଣି ଗାରେଡ଼ି ସନ୍ଦେହରେ ଘଟିଛି ହତ୍ୟାକାଣ୍ଡ । ଭାଇକୁ ହତ୍ୟା  କଲା  ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଦର୍ଗାଗୁଡ଼ାରେ। ସମ୍ପର୍କୀୟ ଭାଈ ଓ ତିନି ପୁତୁରାଙ୍କ ଟାଙ୍ଗିଆ ଚୋଟରେ  ହତ୍ୟା କରିଛି ଭାଇ…
Read More...

ପେଟ୍ରୋଲ ପକାଇ ବାଇକ୍ ଜାଳିଦେଲେ ଯୁବକ

ଗଂଞ୍ଜାମ/ ରଜନିକାନ୍ତ ପାତ୍ର:ପେଟ୍ରୋଲ  ପକାଇ ମାରିବାକୁ ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଆସିକା ବ୍ଲକ୍ ଅନ୍ତର୍ଗତ ମାହାତ୍ମାଗାନ୍ଧୀ ମାର୍ଗରେ । ସେଠାରେ ରହୁଥିବା ରବିନ୍ଦ୍ର ପାତ୍ର ନିଜ ସହକର୍ମୀ ଆଇନଜୀବୀଙ୍କ ସହ ନିଜ ବାସଭବନ ନିକଟରେ ଆଇନ୍ ସମ୍ଵନ୍ଧୀୟ ଆଲୋଚନା…
Read More...

ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ରହିଛି ; ୯,୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତକାଲି ୧୧,୫୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ରହିଛି। ଏହା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ସମ୍ପ୍ରତି ଦେଶରେ ଦୈନିକ ପଜିଟିଭିଟି ହାର ୪.୧୫% ଏବଂ…
Read More...

କର୍ମଚାରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା

ଗଞ୍ଜାମ/ ରଜନୀକାନ୍ତ ପାତ୍ର: କର୍ମଚାରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟରେ ବିଦାୟୀ କର୍ମଚାରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ । ବିଡ଼ିଓ ସୁବ୍ରତ ଜେନାଙ୍କ ସଂଯୋଜନାରେ ୯ଜଣ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀମାନେ , ଦୁଇଜଣ…
Read More...