Browsing Tag

Anisha pattanayak

ବାଲିରେ ଫସିଯାଇ ନାବାଳକ ମୃତ

ପାରାଦୀପ / ପ୍ରଶାନ୍ତ କୁମାର ସ୍ୱାଇଁ: ବାଲିରେ ଫସିଯାଇ ନାବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ ଷଣ୍ଢକୁଦ ବସ୍ତି ପଛପଟରେ ନିର୍ମାଣ ହେଉଥିବା ଏନଆରଏଲ କମ୍ପାନୀ ନିର୍ମାଣ ସ୍ଥାନରେ । ସେହି ବସ୍ତିରେ ରହୁଥିବା ନାରାୟର ମଲ୍ଲଙ୍କ ଦଶବର୍ଷର ପୁଅ ଶଭମ । ପିଲାଙ୍କ ସହିତ ଖେଳିବାକୁ…
Read More...

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ

ଉତ୍ତରପ୍ରଦେଶ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ । ତାଙ୍କ ପତ୍ନୀ ଓ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ଏ ଭଳି ଅଘଟଣ ଘଟିଛି ଉତ୍ତରପ୍ରଦେଶରେ । କିଛି ଦିନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ତାଙ୍କର କାର୍ଯ୍ୟକାଳ ସେପ୍ଟମ୍ବର ୩୦ ତାରିଖ ଯାଏଁ ବଢାଇଥିଲେ…
Read More...

ଗଞ୍ଜାମ ଜିଲ୍ଲା ଗସ୍ତରେ ସଚିବ ସଞ୍ଜୟ କୁମାର ସିଂ

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର : ରାଜ୍ୟ ଗ୍ରାମ୍ୟନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଗଞ୍ଜାମ ଗସ୍ତରେ । ସେଠାରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କହିଛନ୍ତି। ସିଂ ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ମନ୍ଦିର…
Read More...

ଡିଭାଇଡରରେ ପିଟି ହୋଇ ୨ ବାଇକ୍ ଚାଳକ ମୃତ

ବ୍ରହ୍ମପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ୨ ବାଇକ୍ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ନିକଟରେ । ଏକ ବାଇକ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କ…
Read More...

ବ୍ରହ୍ମକୁମାରୀ ବିଶ୍ୱ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତ୍ରୀ ଦାଦି ପ୍ରକାଶମଣିଜୀଙ୍କର ପନ୍ଦର ତମ ଶ୍ରଦ୍ଧାଞ୍ଜଳୀ ଦିବସ

ଭୁବନ/କଳ୍ପତରୁ ଜେନା: ଦାଦି ପ୍ରକାଶମଣିଜୀଙ୍କର ପନ୍ଦର ତମ ଶ୍ରଦ୍ଧାଞ୍ଜଳୀ ଦିବସ । ପ୍ରଜାପିତା ଇଶ୍ୱରୀୟ ବ୍ରହ୍ମକୁମାରୀବିଶ୍ୱ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତ୍ରୀ ତଥା ସଂସ୍ଥାର ଦାଦି ଆମା ଭାବରେ ସର୍ବତ୍ର ପରିଚିତ ଦାଦି ପ୍ରକାଶମଣିଜୀଙ୍କର ପନ୍ଦର ତମ ଶ୍ରଦ୍ଧାଞ୍ଜଳୀ ଦିବସ । ଯାହାକି ସଂସ୍ଥା…
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ

ପୁରୀ/ ଜୟନ୍ତ କୁମାର ସେଠୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଆଜିର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ | ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ…
Read More...

ଭିଜିଲାନ୍ସ ପଞ୍ଝାରେ ଆରଆଇ ଦେବଦତ୍ତ ବିଶ୍ୱାଳ

ଖୋର୍ଦ୍ଧା : ଭିଜିଲାନ୍ସ ପଞ୍ଝାରେ ଆରଆଇ । ଏ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ । ଆରଆଇଙ୍କ ନାଁ ହେଲା ଦେବଦତ୍ତ ବିଶ୍ୱାଳ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ୪୭ଜଣ ଡେସିମିଲ ଜମିକୁ ଭାଇମାନଙ୍କ ମଧ୍ୟରେ ଭାଗ କରାଇଦେବାକୁ କହି ୨୦ହଜାର ଲାଂଚ ନେଉଥିଲେ…
Read More...

ଧାନଗଛ ରୋଇଲେ ସିମୁଳିଆ ବିଧାୟକ

ବାଲେଶ୍ୱର: ଧାନଗଛ ରୋଇଲେ ସିମୁଳିଆ ବିଧାୟକ । ଏ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେ । ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହି ଧାନଗଛ ରୋଇଥିବାର ଦେଖିବାକୁ ମିଳିଛି । ଖଇରା ବ୍ଲକ ସାରୁଗାଁ ଓ ସରାକୋଣା ପଞ୍ଚାୟତ ଗସ୍ତ କରି କିଛି ଚାଷୀଙ୍କ ଜମିରେ ନିର୍ବାଚିତ…
Read More...

୫ କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର : ବାବୁସାନ ଓ ପ୍ରକୃତିଙ୍କର ସମ୍ପର୍କକୁ ନେଇ ଉଠିଥିଲା ବିବାଦ । ବିବାଦ ଟିକେ ଥମିବା ବେଳେ ନୂଆ ଭିଡ଼ିଓ ଜାରି କଲେ ଅଭିନେତା ବାବୁସାନ ଓଡିଶାବାସୀଙ୍କୁ କ୍ଷମା ମାଗିଥିଲେ । ଏବଂ କହିଥିଲେ । ମୋ ସ୍ତ୍ରୀ ଓ ଶ୍ୱଶୂର ବହୁତ କଷ୍ଟ ପାଇଲେଣି । ଆଉ ତା ସହିତ ତାଙ୍କ ପରିବାର ମଧ୍ୟ ବହୁତ…
Read More...

ଦେଶରେ ୧୦ ହଜାର ଟପିଲା କରୋନା ସଂକ୍ରମଣ ; ୧୦,୬୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୬୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓ ୩୬ମୃତ୍ୟୁ…
Read More...