ଶିକ୍ଷକ ଦିଅ ନହେଲେ ସ୍କୁଲ ତାଲା ଖୋଲିବନି
ଦେଓଗଡ଼: ଆମେ ପାଠପଢ଼ାରେ ହଇରାଣ ହେଉଛି। ଆମକୁ ଶିକ୍ଷକ ଦିଅ। ନ ହେଲେ ସ୍କୁଲ ତାଲା ଖୋଲିବନି। ଏଭଳି ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଗତ ଦୁଇଦିନ ହେବ ସ୍କୁଲ ଆଗରେ ବସି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀମାନେ । ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ…
Read More...
Read More...