Browsing Tag

Angul

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ…

ଅନୁଗୁଳ:- ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଅନୁଗୁଳରେ କାର୍ଯ୍ୟରତ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଚଢାଉ କରିଛି ଭିଜିଲାନ୍ସ । ସ୍ୱତନ୍ତ୍ର ବିଚାରପତି, ସୁନ୍ଦରଗଡ଼, ଭିଜିଲାନ୍ସଙ୍କ ଦ୍ୱାରା…
Read More...

ଧାନତଳି ପାଇଁ ହତ୍ୟା, ମହିଳା ଅଟକ

ଅନୁଗୁଳ/ ସୁଧାକର ସାହୁ:  ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରେଣୀ ପଞ୍ଚାୟତ ନାରାୟଣ ଚନ୍ଦ୍ରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ଫଡ଼ି ନାଏକଙ୍କୁ ମାରଣାସ୍ତ୍ରରେ ଅକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା…
Read More...

ଅଙ୍ଗନୱାଡ଼ି ଶ୍ରେଣୀ ଗୃହରେ ପିଲାଙ୍କ ଉପରେ ଖସିଲା ପ୍ଲାଷ୍ଟର

ଅନୁଗୁଳ: ଅଙ୍ଗନୱାଡ଼ି କେନ୍ଦ୍ରରେ ଖସିପଡ଼ିଲା ପ୍ଲାଷ୍ଟର। ପିଲାମାନେ ପାଠପଢ଼ୁଥିବା ସମୟରେ ହଠାତ୍ ଛାତରୁ ଖସିପଡ଼ିଥିଲା ପ୍ଲାଷ୍ଟର । ପ୍ଲାଷ୍ଟରଟି ଅଙ୍ଗନୱାଡ଼ି ଦିଦିଙ୍କ ଦେହରେ ପଡ଼ିଥିବା ବେଳେ କଂକ୍ରିଟ୍ ଖଣ୍ଡ ଗୁଡ଼ିକ ପିଲାଙ୍କ ଉପରେ ପଡ଼ିଥିଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ…
Read More...

ଉପକୂଳରେ ବର୍ଷିବ ଅସାନି ; ଘଣ୍ଟା ପ୍ରତି ବହିବ ୪୦ରୁ ୫୦ କିମି ବେଗର ପବନ

ଭୁବନେଶ୍ୱର : ସମୂଦ୍ରରେ ପ୍ରଳୟ ରଚୁଛି ବାତ୍ୟା । ପୁରୀଠାରୁ ଏହି ସାମୁଦ୍ରିକ ଝଡ ୫୫୦ରୁ ୫୮୮ କିଲୋମିଟର ଦୂରରେ ରହିଛି । ଏଣୁ ଗୋପାଳପୁର ବନ୍ଦର ପାଇଁ ୩ ନଂ ବିପଦ ସଂକେତ ଜାରି କରାଯାଇଛି । ସେହିପରି ପୁରୀ, ଚାନ୍ଦବାଲି/ଧାମରା, ପାରାଦୀପ ପାଇଁ ୨ ନଂ ବିପଦ ସଂକେତ ଜାରି କରାଯାଇଛି । ଆଜି…
Read More...

କେନ୍ଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କୁ କଣିହାଁରେ ବିପୁଳ ସ୍ୱାଗତ

ଅନୁଗୁଳ/ଜ୍ୟୋତିରଞ୍ଜନ ଧର: ଭାରତ ସରକାରଙ୍କ କେନ୍ଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କ କଣିହାଁ ପଞ୍ଚାୟତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କୌଣସି ଏକ କାମରେ ଶ୍ରୀମତୀ ପ୍ରଧାନ ଆଜି ତାଙ୍କର ଶ୍ଵଶୁର ଘର…
Read More...

୫ ଜୀବନ ନେଲା ଦୁର୍ଘଟଣା

ଅନୁଗୁଳ : ଅନୁଗୁଳରୁ ଆସିଛି ଏକ ଦୁଃଖଦ ଘଟଣା । ଅନୁଗୁଳ ପାଲଲହଡାରେ ଘଟିଛି ମର୍ମନ୍ତୁତ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଯାଇଥିବା ସୂଚନାରହିଛି । ମଧ୍ୟ ରାତିରେ ନିବ ର୍ାଚନ କାମ ଶେଷ କରି ଫେରୁଥିବା ବେଳେ ଘଟିଛି ଏଭଳି ଅଘଟଣ । ଏକ କାରକୁ ଧକ୍କା ଦେଇଥିଲା ଟ୍ରକ । ଘଟଣା…
Read More...

ପୁଣି ଫେରିଲା କଣ୍ଟେନମେଣ୍ଟ

ଆଠମଲ୍ଲିକ: ରାଜ୍ୟରେ ବ୍ୟାପୁଛି କରୋନା ସଂକ୍ରମଣ । ନୂଆ ଭରିଆଣ୍ଟ ଓମିକ୍ରନ ମଧ୍ୟ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଛି । ଏଡି ତାଲିକାରେ ଯୋଡି ହୋଇଛି ଅନୁଗୁଳ ଜିଲ୍ଲାର ଆଉ ଏକ ଅଞ୍ଚଳ ।…
Read More...

ଦୁର୍ଘଟଣାରେ ଚାଲିଗଲେ ମାମୁଁ-ଭାଣିଜୀ

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଦସ୍ୱଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇଜଣ ସମ୍ପର୍କରେ ମାମୁଁ-ଭାଣିଜୀ ବୋଲି ଜଣା…
Read More...

ଚପର ଦୁର୍ଘଟଣାରେ ଓଡିଆ ଯବାନ ସହିଦ

ଅନୁଗୁଳ: ଚପର ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯବାନ ସହିଦ । ତାଳଚେର କୁନ୍ଦଳା କୃଷ୍ଣଚନ୍ଦ୍ରପୁର ଗ୍ରାମର ରାଣାପ୍ରତାପ ଦାସ ଏହି ଦୁର୍ଘଟଣାରେ ସହିଦ ହୋଇଛନ୍ତି । ଇଣ୍ଡିଆନ ଏୟାର ଫୋର୍ସରେ ଜୁନିୟର ୱାରାଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ ରାଣାପ୍ରତାପ । ଗତକାଲି ତାମିଲନାଡୁ କୁନ୍ନୁରରେ…
Read More...

ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ 

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳରେ ଆରମ୍ଭ ହୋଇଛି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ । ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ଯୋଡି ହୋଇଛି ଅନୁଗୁଳ ଜିଲ୍ଲା । ଅନୁଗୁଳ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।…
Read More...