ହକି ଉଦଘାଟନ ପାଇଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି
ଓଡିଶା : ଆସନ୍ତା କାଲି ହେବାକୁ ଯାଉଛି ହକି ବିଶ୍ୱକପର ଉଦଘାଟନ ସମାରୋହ । କଟକର ବାରବାଟୀ ଷ୍ଟାଡିୟମରେ ହେବ ଉଦଘାଟନୀ । ହକି ବିଶ୍ୱକପ ପାଇଁ ରାଜ୍ୟ ସରକାରଙ୍କର ଘୋଷଣା ରାଜ୍ୟର ସମସ୍ତ ସ୍କୁଲ ଦିନ ୧ଟା ପରଠାରୁ ବନ୍ଦ ରହିବ । ସମସ୍ତ ସରକାରୀ, ବେସରକାରୀ ତଥା ଅନୁଦାନ ପ୍ରାପ୍ତ ସ୍କୁଲ ଦିନ ୧ଟା…
Read More...
Read More...