Browsing Tag

air service

ବିମାନ ଯାତ୍ରୀଙ୍କୁ ବଡ଼ ସୁବିଧା: ୬୦% ସିଟ୍ ମାଗଣାରେ ବାଛିବାର ଅଧିକାର

New Delhi: ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ଏବେ ଏୟାରଲାଇନ୍ସରେ ଯାତ୍ରା କରିବା ବେଳେ ଅନେକ ସୁବିଧା ମିଳିବ। ନୂତନ ନିୟମ ଅନୁସାରେ, ବିମାନର କମ୍ ସେ କମ୍ ୬୦ ପ୍ରତିଶତ ସିଟ୍ ଯାତ୍ରୀମାନେ ମାଗଣାରେ ବାଛି ପାରିବେ। ଏଥିପାଇଁ ଆଉ ଅଲଗା ଟଙ୍କା ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଭଲ…
Read More...

ଦିଲ୍ଲୀରେ ଘନ କୁହୁଡ଼ି, ଦିଶୁନି ରାସ୍ତାଘାଟ, ବାତିଲ ହେଲା ୧୦୦ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରେ ଘନ କୁହୁଡ଼ିର ପ୍ରଭାବରେ ବିମାନବନ୍ଦରରେ ୧୦୦ ବିମାନ ଉଡ଼ାଣ ବାତିଲ କରାଯାଇଛି । ଏହାରି ମଧ୍ୟରେ ଇଣ୍ଡିଗୋ, ସ୍ପାଇସ୍ ଜେଟ୍ ଏବଂ ଏୟାର ଇଣ୍ଡିଆ ପରାମର୍ଶ ଜାରି କରିଛନ୍ତି । ଏଥିସହ ୧୬ ଏବଂ ୧୭ ପ୍ରବଳ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘନ…
Read More...

କାଲି ରାତି ୮ଟା ଭିତରେ ଯାତ୍ରୀଙ୍କୁ ଟଙ୍କା ଫେରାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କାଲି ରାତି ୮ଟା ଭିତରେ ଯାତ୍ରୀଙ୍କୁ ଟଙ୍କା ଫେରାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ । ପ୍ରଭାବିତ ଯାତ୍ରୀମାନଙ୍କୁ ରି-ସିଡ୍ୟୁଲିଂ ଚାର୍ଜ ଲଗାଇବା ମନା । ଅମାନ୍ୟ କଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ…
Read More...

ଇଣ୍ଡିଗୋ କ୍ରାଇସିସ୍, ମହଙ୍ଗା ହେଲା ବିମାନ ଟିକେଟ ଦର

ନୂଆଦିଲ୍ଲୀ: ଇଣ୍ଡିଗୋ କ୍ରାଇସିସ୍ ପରେ ଦେଶରେ ବିମାନ ଚଳାଚଳରେ ସମସ୍ୟା ଦେଖାଦେଇଛି । ହଠାତ୍ ହୁ ହୁ ହୋଇ ବଢୁଛି ବିମାନ ଟିକେଟ୍ ଦର । କିନ୍ତୁ ଏସବୁ ଭିତରେ ସବୁଠାରୁ ଚକିତ କରିଦେବା ଭଳି ଘଟଣାଟି ହେଉଛି ବିଦେଶ ଯାତ୍ରାର ଭଡା ଠାରୁ ଦେଶ ଭିତରର ଭଡା ମହଙ୍ଗା ହୋଇଛି । ଦିଲ୍ଲୀରୁ ଦୁବାଇ…
Read More...

ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ବିମାନ ଏୟାରବସ A320 ଫ୍ୟାମିଲିର ବିମାନରେ ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ବିମାନ ଏୟାରବସ A320 ଫ୍ୟାମିଲିର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଆବିଷ୍କାର ହୋଇଛି। ଏହା ଭାରତ ସମେତ ସାରା ବିଶ୍ୱରେ ହଜାର ହଜାର ଉଡ଼ାଣକୁ ପ୍ରଭାବିତ କରୁଛି। ଏକ ସଫ୍ଟୱେର୍‌ ତ୍ରୁଟି ଆବିଷ୍କାର ହେବା ପରେ, A320 ଫ୍ୟାମିଲିର ବିମାନକୁ…
Read More...

ଜାଣନ୍ତି କି ଫ୍ଲାଇଟ୍ ନଂ ୯୧୪ ବିମାନ ପଛର ଅସମାହିତ କାହାଣୀ…

ନୂଆଦିଲ୍ଲୀ ; ଥରେ ଭାବନ୍ତୁ ତ ଯଦି ଏକ ବିମାନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡାଣ ଭରିବା ବେଳେ ଅଚାନକ ମଝି ଆକାଶରେ ଅଦୃଶ୍ୟ ହୋଇଯାଏ ଏବଂ ଏହାର କୌଣସି ଖୋଜ୍ ଖବର ନମିଳେ ତେବେ କ’ଣ ହେବ ? ଏପରି ସ୍ଥଳରେ ସ୍ୱଭାବିକ ଭାବରେ ଆପଣଙ୍କ ମନକୁ ଏହି କଥା ଆସିବ ଯେ କଣ ବିମାନଟି ଦୁର୍ଘଟଣାର ଶିକାର…
Read More...

ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ବର: ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା  ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର Viability Gap Funding ଜରିଆରେ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି।  ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ…
Read More...