Browsing Tag

AIIMS bhubaneswar

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ

ଭୁବନେଶ୍ଵର: ଓଡ଼ିଶାର ପ୍ରଖ୍ୟାତ ଲୋକପ୍ରିୟ ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏ ନେଇ ଭୁବନେଶ୍ଵର ଏମସ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ତାଙ୍କୁ ଆଇସିୟୁ ଭିତରେ ରଖି ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ଵାବଧାନ​‌ରେ ଚିକିତ୍ସା କରାଯାଉଛି।…
Read More...

ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ଅଭିଜିତଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି

କଟକ:- ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ବର୍ତ୍ତମାନ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ…
Read More...

ନିଯୁକ୍ତି ଘୋଟାଲା : ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ

ଭୁବନେଶ୍ଵର: ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ । ନିଯୁକ୍ତି ଜାଲିଆତି ନେଇ ସିବିଆଇର ଚଢ଼ାଉ । ଭୁବନେଶ୍ବର ଏମ୍‌ସ ସମେତ ଏକାଧିକ ସ୍ଥାନରେ ଚଢ଼ାଉ । ଭୁବନେଶ୍ବର କଳ୍ପନା ସ୍ଥିତ ଏକ ଫ୍ଲାଟ୍‌ ଓ ଜଗତସିଂହପୁରରେ ମଧ୍ୟ ଚାଲିଛି ଚଢ଼ାଉ । ଚଢ଼ାଉ କରି ବିପୁଳ କାଗଜପତ୍ର ଜବତ କରିଛି ସିବିଆଇ ।…
Read More...

ମୃତକଙ୍କ ଚିହ୍ନଟ ପାଇଁ ପରିବାର ଲୋକ ଅନ୍ୟ ହସ୍ପିଟାଲ ନଯାଇ ସିଧା AIIMS ଆସିବେ

ଭୁବନେଶ୍ୱର: ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ମୋଟ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।ସେମାନଙ୍କ ମଧ୍ୟରୁ ୨୦୫ଜଣ ଯାତ୍ରୀଙ୍କ ମୃତଦେହକୁ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ବାକି ୮୩ଜଣ ମୃତ ଯାତ୍ରୀଙ୍କ ପରିଚୟ ଏବେବି ମିଳିପାରିନି ।ତେବେ ବାହାନଗା ବଜାର ଟ୍ରେନ…
Read More...

AIIMSରେ ଯାଗା ନାହିଁ , କଣ୍ଟେନରରେ ସଂରକ୍ଷିତ ରହିବ ମୃତଦେହ

ଭୁବନେତ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ ହୋଇଥିବା ଶବକୁ ନେଇ AIIMS ରବଢିଲା ଚିନ୍ତା । ମୃତଦେହ ସଂରକ୍ଷଣ ପାଇଁ କଣ୍ଟେନର ମଗାଇଲା ଭୁବନେଶ୍ୱର ଏମ୍ସ । ଏନେଇ ଏହାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ‘ଏବେ ବି ଆମ ପାଖରେ ଆହୁରି ୮୦ଟି ମୃତଦେହ…
Read More...

ଏମ୍ସ ଭୁବନେଶ୍ୱର ପକ୍ଷରୁ ୱାକାଥନ୍ ମାଧ୍ୟମରେ ମଧୁମେହ ଚିକିତ୍ସା ସଚେତନତା

ଭୁବନେଶ୍ୱର: ମଧୁମେହ ନିୟନ୍ତ୍ରଣ ତଥା ମଧୁମେହ ସମ୍ବନ୍ଧୀୟ ଜଟିଳତାକୁ ରୋକିବା ପାଇଁ ଉପଯୁକ୍ତ ଚିକିତ୍ସା, ପୁଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ, ଇନସୁଲିନର ସଠିକ୍ ପ୍ରୟୋଗ ଏବଂ କ୍ରମାଗତ ଗ୍ଲୁକୋଜ ମନିଟରିଂ (ସିଜି ଏମ୍) ର ବ୍ୟବହାର ହେଉଛି ପ୍ରମୁଖ ମାଧ୍ୟମ। ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ…
Read More...

ସ୍ୱଚ୍ଛତାକୁ ସଂକଳ୍ପରେ ପରିଣତ କରିବାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସାଇକ୍ଲୋଥନ୍

ଭୁବନେଶ୍ୱର: ସ୍ୱଚ୍ଛତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିବା ନେଇ ଜନସାଧାରଣଙ୍କୁ ଉତ୍ସାହିତ କରିବା ଏବଂ ଏହି ଅଭିଯାନରେ ନିଜକୁ ସାମିଲ କରିବାର ମହତ ଉଦ୍ଦେଶ୍ୟରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏକ ସାଇକ୍ଲୋଥନ୍‌ ଗତକାଲି ଆୟୋଜିତ ହୋଇଯାଇଛି। ସ୍ୱଚ୍ଛତା ପଖୱଡ଼ା ଅଭିଯାନର ଅଂଶ…
Read More...