ଡିଜିଟାଲ୍ ଅପରାଧର ମୁକାବିଲା ପାଇଁ ଓଡ଼ିଶା ୨୪୯.୩୯ କୋଟି ଟଙ୍କାର ‘ସାଇବର କମାଣ୍ଡ ସେଣ୍ଟର’କୁ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ, ଆର୍ଥିକ ଠକେଇ ତଥା ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ସାଇବର ଅପରାଧକୁ ରୋକିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ‘ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର’ (Odisha Cyber Command Centre) ସ୍ଥାପନ କରିବାକୁ…
Read More...
Read More...