Browsing Tag

accident

ମିନି ଟ୍ରକ ଧକ୍କାରେ ସାଇକେଲ ଅରୋହି ମୃତ

ଗଞ୍ଜାମ/ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଗୁଣ୍ଠପୋଡା ଛକରେ ଦୁର୍ଘଟଣା। ମିନିଟ୍ରକ(407) ଧକ୍କାରେ ଜଣେ ସାଇକେଲ ଆରୋହି ମୃତ । ମୃତ ସାଇକେଲ ଆରୋହି ଜଣକ ହେଲେ ଗୁଣ୍ଠପୋଡା ଗ୍ରାମର 40 ବର୍ଷୀୟ ଅରୁଣ ଗୌଡ଼। ସେ ସାଇକେଲ ଧରି ଗୁଣ୍ଠପୋଡା ଛକରେ ଛିଡା ହୋଥିବା ବେଳେ…
Read More...

ବିଶୋଇ ପେଟ୍ରୋଲ ପମ୍ପ ସମ୍ମୁଖରେ ବାଇକକୁ ଧକ୍କା ଦେଲା ବାଇକ ସ୍ୱାମୀ ସ୍ତ୍ରୀ ଗୁରୁତର, ଅଳ୍ପକେ ବର୍ତ୍ତିଲେ ଯୁବକ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥରେ ଗୋଟିଏ ବାଇକକୁ ଅନ୍ୟ ଏକ ବାଇକ ଧକ୍କା ଦେବା ଫଳରେ ସ୍ୱାମୀ, ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ବାଇକ ଚାଳକ ସାମାନ୍ୟ ଆହତ ହୋଇଛନ୍ତି।ଗୁରୁତର ଦୁଇ ଜଣ ହେଲେ ବାଙ୍ଗରିପୋଷି ଥାନାର…
Read More...

ଟ୍ରଲରକୁ ପିଟିଲା କାର, ଚାରି ଗୁରୁତର

ଧର୍ମଶାଳା/ସୌମ୍ୟ ପଣ୍ଡା : ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଇଣ୍ଡିଆନ ପେଟ୍ରୋଲ ପମ୍ପ ସମୁଖରେ ଘଟିଛି ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା I ସୂଚନା ଅନୁଯାଇ ଚଣ୍ଡିଖୋଲ ପଟୁ ଯାଉଥିବା ଏକ ଟ୍ରଲର ର ପଛପଟକୁ ପିଟିଲା ଏକ କାର I କାର ରେ ଯାଉଥିବା ଡ୍ରାଇଭର ସହ ଅନ୍ୟ ୩ ଯାତ୍ରୀ…
Read More...

ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା: ଵାଇକକୁ ଧକ୍କା ଦେଲା କାର, ଵାଇକ ଚାଳକ ମୃତ

ଗଞ୍ଜାମ/ରଜନୀକାନ୍ତ ପାତ୍ର: ପାଟପୁର ଥାନା ପୋଡ଼ାମାରି ରାଜନାପଲ୍ଲୀ ରାସ୍ତା ନିକଟରେ କାର ଧକ୍କାରେ ଵାଇକ ଚାଳକ ମୃତ। ଆଜି ସକାଳୁ ଘଟିଛି ଏଭଳି ଦୁର୍ଘଟଣା। ଗଞ୍ଜାମ ଗଜପତି ସଂଯୋଗ କରୁଥିବା ଜାତୀୟ ରାଜପଥ ପୋଡ଼ାମାରି ରାଜନାପଲ୍ଲୀ ନିକଟରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀର ଆଭିନାଶ ରେଡ୍ଡୀ…
Read More...

ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ; ଡିଭାଇଡରରେ ପିଟି ହୋଇ ଜଳିଗଲା ପନ୍ତଙ୍କ ଗାଡି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଆଜି ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ଆସୁଥିବା ବେଳେ ସଡ଼କ ଡିଭାଇଡର୍‌ରେ ଧକ୍କାଖାଇ କାର୍‌ରେ ନିଆଁ ଲାଗିଯିବାରୁ ଭାରତୀୟ କ୍ରିକେଟ୍‌ ଖେଳାଳି ଋଷଭ ପନ୍ତ ଆହତ ହୋଇଛନ୍ତି। ଡିଭାଇଡରରେ ପିଟି ହୋଇ କାର୍ ସମ୍ପୂର୍ଣ୍ଣ…
Read More...

ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ପାରାଦୀପ :ପିପିଏଲ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହାଇୱା ଧକ୍କାରେ ବାଇକ ଆରୋହୀ ମୃତ। ମୃତକ ବ୍ୟକ୍ତି ଜଣକ କୁଜଙ୍ଗ ବାଲିତୁଠ ଅଞ୍ଚଳର ବାବାଜୀ ଅଚାର୍ୟ୍ୟ ବୋଲି ଜଣା ପଡିଛି। ବାବାଜୀ ଆଜି ନିଜ କାର୍ୟ୍ୟସ୍ଥଳରୁ ନିଜ ଘରକୁ ଯିବା ସମୟରେ ଦୃତ ଗତିରେ ଯାଉଥିବା ହାଇୱା ଗାଡି ବାଇକ ଆରୋହି…
Read More...

ପୁରୀ ବେଳାଭୂମିରେ ଅଘଟଣ

ପୁରୀ : ସମୁଦ୍ର ସ୍ନାନ ବେଳେ ପର୍ୟ୍ୟଟକଙ୍କ ଚାଲିଗଲା ଜୀବନ। ମୃତ ପର୍ୟ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ନର୍ଥ ଟ୍ବେଣ୍ଟି ପ୍ରଗଣାର ଲୁପିନ୍ ବିଶ୍ବାସ। ଆଜି ମଧ୍ୟାହ୍ନ ସମୟରେ ଲୁପିନ୍ ସେକ୍ଟର ୧୨ ହୋଟେଲ ବଙ୍ଗଲକ୍ଷ୍ମୀ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଗଭୀର ସମୁଦ୍ର ଭିତରକୁ ଭାସି…
Read More...

ମୁଖ୍ୟ ରାସ୍ତା ବନ୍ଧକୁ ପଶିଗଲା କାର

ଗଞ୍ଜାମ : ଦିଗପହଣ୍ଡି ଡେଙ୍ଗାଉସ୍ତା ଛଣମେରି ମୁଖ୍ୟ ରାସ୍ତା ବନ୍ଧକୁ ପଶିଗଲା କାର୍ । ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି କାର୍‌କୁ ଉଦ୍ଧାର କରିଛନ୍ତି  କେହି ଆହତ ହୋଇନଥିବା ସୂଚନା । ଏନେଇ କାର ଉଦ୍ଧାର ହୋଉଥିବା ଲୋକଙ୍କୁ ଠୁ କୋଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା ଘଟଣା ସ୍ଥଳରେ ଦୁଇ ମୃତ, ଦୁଇ ଆହତ

ଗଞ୍ଜାମ/ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଘଐ ୫୯ ଘଷିପୋଡ଼ା ଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ୨ ମୃତ, ୨ ଆହତ । ଖବର ପାଇ ସୋରଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଗୁରୁତର ଆହତଙ୍କୁ ଅଗ୍ନିଶମ ବିଭାଗ ଦ୍ୱାରା ଚିକିତ୍ସା ନିମନ୍ତେ…
Read More...

ପୁଣି ଓଲଟିଲା ମାଲ ବୋଝେଇ ଟ୍ରକ: 5 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଗାଡି ଚଳାଚଳ ବାଧା ପ୍ରାପ୍ତ

ଗଞ୍ଜାମ/ରଜନୀକାନ୍ତ ପାତ୍ର : ସକାଳୁ ସକାଳୁ ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି ଜକରାପଲ୍ଲୀ ନିକଟରେ କୋରାପୁଟରୁ କଟକ ଯାଉଥିବା ଓଡ଼ି୦୨- ବିଇ-୮୫୭୧ ଅଦା ବୋଝେଇ ଟ୍ରକ ରାସ୍ତା ଉପରେ ଓଲଟି ପଡିଥିଲା।ଖବର ପାଇଁ ପାଟପୁର ପୋଲିସ ପହଞ୍ଚି ଜେସିବି ମାଧ୍ୟମରେ ଟ୍ରକ ଟିକୁ ରାସ୍ତାରୁ ହଟାଇ…
Read More...