Browsing Tag

accident

୩୦ ଫୁଟ ତଳକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବ୍ରହ୍ମପୁର: ୩୦ ଫୁଟ ତଳକୁ ଖସିଲା କାର । ଦୁର୍ଘଟଣାରେ କାର ଗୁଣ୍ଡ କିନ୍ତୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭରଙ୍କ ସହ ୪ ମହିଳା ଆହତ । ବ୍ରହ୍ମପୁର ସହରର ଚାରି ଜଣ ମହିଳାଙ୍କ ସମେତ ଡ୍ରାଇଭର ଏକ କାର ଯୋଗେ ମହେନ୍ଦ୍ରଗିରି ବୁଲିବାକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।…
Read More...

ପିକନିକ ବସକୁ ଧକ୍କା ଦେଲା ଟ୍ରକ ୩ ଛାତ୍ରୀଙ୍କ ମୃତ୍ୟୁ

ନୟାଗଡ : ଏମିତି ବି ଆସେ ମୃତ୍ୟୁ । ଏଇ ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ ବାହର କରି ନିଜ ସହ କିମ୍ବା ନିଜ ପରିଜନଙ୍କ ସହ କଟାଇବାକୁ ଜାଉଥିବା ବେଳେ ବାଟରେ ଜେମିଟି ଜଗି ରହିଥିଲା କାଳ । ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ବସ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ । ଫଳରେ ୩ଜଣଙ୍କ ମୃତ୍ୟୁ…
Read More...

ପିକଅପ ଭ୍ୟାନ ବସ୍ ମୁହାଁ ମୁହିଁ ଧକ୍କା; ୩ ମୃତ ,୪ ଆହତ

ଗଞ୍ଜାମ / ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡଭାଗ ଗାଁ ନିକଟ ୫୯ନଂ ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଓ ପିକଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି । ଫଳରେ ପିକଅପ୍ ଭ୍ୟାନ ଗାଡିର ଡ୍ରାଇଭର ସମେତ ତିନି ଜଣଙ୍କର…
Read More...

୪୯ ନଂ ଜାତୀୟ ରାଜପଥ ବାଙ୍ଗିରପୋଷି ଘାଟିରେ ଦୁର୍ଘଟଣା ,୨ ମୃତ

ବାରିପଦା : ଯାତ୍ରାପାର୍ଟି ଟ୍ରକ୍ ଓଲଟି ୫ ମୃତ ।୪୯ ନଂ ଜାତୀୟ ରାଜପଥ ବାଙ୍ଗିରପୋଷି ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଧଉଳି ଗଣନାଟ୍ୟ ଯାତ୍ରାପାର୍ଟିର ଲାଇଟ ଓ ସାଉଣ୍ଡ ବୋଝେଇ ଟ୍ରକ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଗୁରୁତର ହୋଇଥିବା…
Read More...

ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ହିଞ୍ଜିଳିକାଟୁ /ରଜନୀକାନ୍ତ ପାତ୍ର :  ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରେ ମୃତଦେହ ରଖି ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତା ଅବରୋଧ I ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଚୈତନପଡା ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଚୈତନପଡା ଗ୍ରାମବାସୀ ମୃତକଙ୍କ ମୃତଦେହ ରଖି ୫୯…
Read More...

ଅନୁଗୋଳ ଥାନା ଛକ ଠାରେ ଟ୍ରକ୍ ଧକ୍କାରେ ଆଶା କର୍ମୀ ମୃତ

ଅନୁଗୋଳ /ସୁଧାକର ସାହୁ : ଟ୍ରକ ଧକ୍କାରେ ଚାଲିଗଲା ଆଶା କର୍ମୀଙ୍କ ଜୀବନ । ଅନୁଗୋଳ ଟାଉନ୍ ଥାନା ନିକଟ ଥାନା ଛକ ଠାରେ ସକାଳ ସମୟରେ ଟ୍ରକ୍ ଧକ୍କା ରେ ଜଣେ ଆଶା କର୍ମୀ ଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ,ଆଠମଲ୍ଲିକ ଠାକୁରଗଡ଼ ଥାନା ରିଆନାଳି ଗାଁ ର ଜଣେ ଆଶା କର୍ମୀ କୁମାରୀ ସାହୁ…
Read More...

ଦୁଇ ଟି ଟ୍ରକ ଧକ୍କା ଫଳରେ ଜଳିଗଲା ଗୋଟିଏ ଟ୍ରକ, ଡ୍ରାଇଭର ମୃତ

ପାଲଲହଡ଼ା / ପିତାମ୍ବର ନାୟକ : ଦୁଇ ଟି ଟ୍ରକ ମୁହାଁ ମୁହିଁ ଧକ୍କା ଫଳରେ ଜଳିଗଲା ଗୋଟିଏ ଟ୍ରକ, ଡ୍ରାଇଭର ମୃତ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ବାର ମାଇଲ ଛକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଆଜି ଭୋର ସମୟରେ ଜାତୀୟ ରାଜପଥ ୧୪୯ ଉପରେ ଉଭଳି ଘଟଣା…
Read More...

ୱାଗନର କାର ଧକ୍କାରେ ଜାଣ ମୃତ୍ୟୁ ଜଣେ ଗୁରୁତର

ଜଗତସିଂହପୁର: କାର ଧକ୍କାରେ ଚାଲିଗଲା ଜୀବନ । ଏଭଳି ଘଟଣା ଘଟିଛି ବାଲିଆଷ୍ଟୋର ନିକଟରେ । ଏକ ୱାଗନର କାର ଧକ୍କାରେ ଜାଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନ ଅନୁଯାୟୀ, ୨ ଜଣ ବ୍ୟକ୍ତି ରାସ୍ତା ପାଶ୍ୱରେ ଯାଉଥିବା ବେଳେ ଏକ ମାରୁତି ୱାଗାନର କାର ସେମାନଙ୍କୁ ଧକ୍କା…
Read More...

ତେଲଙ୍ଗାନାର ଚାରମିନର ଏକ୍ସପ୍ରେସ ଲାଇନଚ୍ୟୁତ, ୫ ଆହତ

ହାଇଦ୍ରାବାଦ: ପୁଣି ଟଳିଲା ଏକ ବଡ ବିପଦ । ଦୁର୍ଘଟଣାରୁ ବର୍ତ୍ତିଲା ରେଳଯାତ୍ରୀଙ୍କ ଜୀବନ । ପୁଣି ଏକ ଟ୍ରେନ ହୋଇଛି ଲାଇନଚ୍ୟୁତ । ଏଭଳି ଏକ ଘଟଣା ଘଟିଛି । ହାଇଦ୍ରାବାଦର ତେଲଙ୍ଗାନାର ନାମପଲ୍ଲୀ ରେଲୱେ ଷ୍ଟେସନରେ । ଏହି ଷ୍ଟେସନରେ ଚାରମିନରର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା କୁହାଯାଉଛି ।…
Read More...

ସଡ଼କ ଦୁର୍ଘଟଣାରେ ବାପ – ଝିଅ ମୃତ

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ସଡ଼କ ଦୁର୍ଘଟଣାରେ ବାପ - ଝିଅ ମୃତ । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ରୁଗୁଡି ଥାନା ନିକଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଏତେ ଭୟଙ୍କର ଦୃଘଟଣା ଥିଲାଜେ ବାପା ଓ ୬ ବର୍ଷର ନାବାଳିକା ଝିଅ ର ଘଟଣା ସ୍ଥଳରେ ଜୀବନ ଚାଲି ଯାଇଥିଲା । ଭଦ୍ରାସାହି ପଟୁ…
Read More...