କୁଜଙ୍ଗ ପଙ୍କପାଳ ଛକ ନିକଟରେ କାର-ବାଇକ ଦୁର୍ଘଟଣା
ଜଗତସିଂହପୁର/ଦିଲ୍ଲିପ ସାହୁ ରିପୋଟସ୍ : କୁଜଙ୍ଗ ପଙ୍କପାଳ ଛକ ନିକଟରେ କାର-ବାଇକ ଦୁର୍ଘଟଣା । ଜଣେ ମୃତ, ଦୁଇଜଣ ଗୁରୁତର। ବାଇକରେ ଯାଉଥିଲେ ବାପା, ମା ଓ ପୁଅ । ମାଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ବାପ ପୁଅଙ୍କୁ ପ୍ରଥମେ ମଣିଜଙ୍ଗା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର…
Read More...
Read More...