Browsing Tag

accident

ପୁସ୍ତକ ପୋଡ଼ିବାକୁ ନେଇ ନେପାଳରେ ବିବାଦ

ନେପାଳ :- ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପୁସ୍ତକ ପୋଡ଼ିବାକୁ ନେଇ, ନେପାଳରେ ବିବାଦ ସୃଷ୍ଟି କରିଛି। ସୂଚନା ଅନୁଶାରେ, ଗତ ଶନିବାର ରାତିରେ ମୋରାଙ୍ଗ ଜିଲ୍ଲାର ମନମୋହନ ଟେକ୍ନିକାଲ୍ କଲେଜରେ ଶହ ଶହ ପୁସ୍ତକ ପୋଡ଼ି ଦିଆଯାଇଛି। ଆଉ ସେଥି ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ…
Read More...

ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ I ଭୁବନେଶ୍ବର ଆଇଗନିଆ ମୁଖ୍ୟରାସ୍ତାରେ ମହିଳାଙ୍କୁ ପିଟିଲା ଅଜଣା ଗାଡି I ଘଟଣାସ୍ଥଳରୁ ଦ୍ରୁତଗତିରେ ଫେରାର ହେଲା ଗାଡି ଚାଳକ I କିଛି ବାଟ ଲୋକ ମାନେ ଗୋଡାଇବା ପରେ ବି ଖସି ପଳାଇଲା I ଘଟଣାସ୍ଥଳରେ ଖଣ୍ଡଗିରି…
Read More...

ହିଞ୍ଜିଳିକାଟୁ ସହର ସିନେମା ହଲ ଛକ ନିକଟରେ ସଡ଼କରେ ଦୁର୍ଘଟଣା ରେ ଯୁବକ ଗୁରୁତର।

ହିଞ୍ଜିଳିକାଟୁ ସହର ସିନେମା ହଲ ଛକ ନିକଟରେ ସଡ଼କ ରେ ଦୁର୍ଘଟଣା ରେ ଯୁବକ ଗୁରୁତର। ଆସ୍କା ରୁ ବ୍ରହ୍ମପୁର ଆଭିମୁଖେ ଯାଉଥିବା ବାଲି ବୋଝେଇ ହଇୱା ଧକ୍କା ରେ ଯୁବକ ଗୁରୁତର ହୋଇଥିବା ଜଣା ପଡିଛି। ଗୁରୁତର ଯୁବକ ଜଣକ ହେଲେ ବୁଗୁଡ଼ା ପଙ୍କଳବାଡି ଗ୍ରାମ ର କୁନା ଦୋରା । …
Read More...

ବାଇକ ଦୁର୍ଘଟଣାରେ ଗଲା ଜୀବନ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ତୁନାପାରୀ ଗ୍ରାମ ଠାରେ ଗୁରୁବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟ ହେଇଥିବା ଜଣା ପଡିଛି | ସୂଚନା ଅନୁସାରେ ମୃତ ବ୍ୟକ୍ତି ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାଲିସରା ଗ୍ରାମର କୁମାର ମାଝୀ (୫୦) ବୋଲି…
Read More...

ବନ୍ଦ ପାଳନ ବେଳେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ

ରାୟଗଡ଼ାରେ ବନ୍ଦ ପାଳନ ବେଳେ ଦୁର୍ଘଟଣା। ଆଜି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଏକ ପୋଲିସ ବସ୍ ବ୍ରେକ୍ ଫେଲ୍ ହୋଇଗଲା। ତଥାପି, ସତର୍କ ଡ୍ରାଇଭର ଶହ ଶହ ପ୍ରଦର୍ଶନକାରୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ଆଜି ସକାଳେ ରାୟଗଡ଼ାର ସିରିଗୁଡ଼ା ଛକରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଆଜି ଟ୍ରେଡ୍…
Read More...

ପଳାଶୁଣୀ ଛକରେ ପୁଣି ଦୁର୍ଘଟଣା, କାର୍ ଉପରେ ଚଢ଼ିଗଲା କାର୍

ପଳାଶୁଣୀ ଛକରେ ପୁଣି ଦୁର୍ଘଟଣା। କାର୍ ଉପରେ ଚଢ଼ିଗଲା କାର୍। ଅଳ୍ପକେ ବର୍ତିଲେ ଦୁଇ କାର୍ ଚାଳକ। କାର୍ ଉପରେ କାର୍ ଚଢିବାରୁ ଜଣେ ଚାଳକ ଆହତ। କଟକ ରୁ ଆସୁଥିବା ଦ୍ରୁତଗାମୀ ବ୍ରେଜା କାର୍ ଚଢ଼ିଗଲା ପଞ୍ଚ୍ କାର୍। ଦୁର୍ଘଟଣା ଯୋଗୁଁ ପାଖାପାଖି ଅଧଘଣ୍ଟା ଗାଡ଼ି ମଟର ଯିବା ଆସିବା ବ୍ୟାଘାତ…
Read More...

ବାଇକ୍-ବୋଲେରୋ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଦେଗାଲ ବୁଡୁଣି ଛକ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ବୋଲେର ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬୫ ବର୍ଷ ବୟସର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବୁଡୁଣି…
Read More...

୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ରାଜ୍ୟ ବ୍ୟାପୀ ଚାଲିଛି ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ । ସଡ଼କ ସୁରକ୍ଷାକୁ ନେଇ ଲୋକଙ୍କୁ କରାଯାଉଛି ସଚେତନ । ଏତେସବୁ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ରହୁଛି ସଚେତନତାର ଘୋର ଅଭାବ। ଏହାର ଜଳନ୍ତ୍ଵ ପ୍ରମାଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଅଞ୍ଚଳରେ । ୧୬ ନମ୍ବର ଜାତୀୟ ରାଜପଥରେ ଘଟି ଯାଇଛି ଦୁଇ…
Read More...

ପୁଣି ଆମ ବସର ଆତଙ୍କ, ବସ୍ ଧକ୍କାରେ ୨ ମୃତ

ଭୁବନେଶ୍ଵର: ପୁଣି ଜୀବନ ନେଲା ଆମ ବସ୍ । ଭୁବନେଶ୍ୱର ରୂପାଲି ଛକରେ ଭୟଙ୍କର ସଡ଼କ ଦୁର୍ଘଟଣା । ଆମ ବସ୍ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବାର ସୂଚନା ମିଳିଛି । ତୁରନ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଶନିବାର ଦିନ…
Read More...

କୁହୁଡି ଯୋଗୁ ସିରିଜ ଦୁର୍ଘଟଣା

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ ୱରେ କୁହୁଡ଼ି ପାଇଁ ପ୍ରାୟ ୨୦ଟି କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୋଲିସ ଅଧିକାରୀ ଅଛନ୍ତି । କୁହୁଡ଼ି ପାଇଁ ୨୦ରୁ ଅଧିକ କାର୍ ପିଟି ହୋଇଥିବା ବେଳେ ଏଥିରେ ୧୫ରୁ ୨୦ ଜଣ ଆହତ ମଧ୍ୟ…
Read More...