ନୀଳ କୁର୍ତ୍ତାରେ ନବୀନ : ବୁଲି ଦେଖିଲେ ଜାୟେଦ ମସଜିଦ୍
ଆବୁଧାବି : ଆବୁଧାବିରେ ନବୀନ ପଟ୍ଟନାୟକ । ଅବୁଧବିରେ ପହଞ୍ଚିବାପରେ ପ୍ରଥମ ଦିନରେ ନବୀନ ମାର୍ବଲ କାରୁକାର୍ଯ୍ୟପୂର୍ଣ୍ଣ ସେଖ ଜାୟେଦ ମସଜିଦ୍ ବୁଲି ଦେଖିଛନ୍ତି । ଏହା ସହ ଏହି ମସଜିଦର କାରୁକାର୍ଯ୍ୟକୁ ଦେଖି ପ୍ରସଂଶା କରିଛନ୍ତି ନବୀନ । ଟ୍ୱିଟ କରି ନବୀନ କହିଛନ୍ତି, ଏଥିରେ ବ୍ୟବହାର…
Read More...
Read More...