ଆସାମରେ ହା ହା କାର
ଗୈାହାଟି:ଆସାମରେ ପ୍ରବଳ ବନ୍ୟା ରାଜ୍ୟକୁ ପ୍ରଭାବିତ କରିଛି । ଗତ ୨୪ ଘଣ୍ଟାରେ ବନ୍ୟା ଓ ଭୂସ୍କଳନରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ବିପର୍ଯୟ ପରିଚାଳନା ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୨ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହି ୮ ଜଣଙ୍କ ମଧ୍ୟରୁ କରିମଗଞ୍ଜରୁ ୨ଜଣ…
Read More...
Read More...