୫ ଦିନ ରିମାଣ୍ଡ ଅବଧି ବୃଦ୍ଧି
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଏକ ସପ୍ତାହ ମାଗିବା ପରେ ଦିଲ୍ଲୀର ଏକ ଅଦାଲତ ଆଜି ତାଙ୍କ ହେପାଜତକୁ ଆଉ ୫ ଦିନ ବୃଦ୍ଧି କରିଛନ୍ତି। ଆଜି ତଦନ୍ତକାରୀ ସଂସ୍ଥା ଇଡି ତଦନ୍ତ ପାଇଁ ତାଙ୍କୁ ଆଉ ୭…
Read More...
Read More...