Browsing Tag

AAP

ଆପ୍ ସହିତ ମତଭେଦ ମଧ୍ୟରେ ରାଘବ ଚଢାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ? ନୂତନ ଦଳ ଗଠନ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: Raghav Chadha ଓ Aam Aadmi Party (ଆପ୍) ମଧ୍ୟରେ ବଢ଼ୁଥିବା ମତଭେଦ ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚାକୁ ଜୋରଦାର କରିଛି। ରାଜ୍ୟସଭାରେ ଦଳର ଉପନେତା ପଦରୁ ତାଙ୍କୁ ହଟାଯାଇଥିବା ଖବର ପରେ ବିଭିନ୍ନ ଅନୁମାନ ସାମ୍ନାକୁ ଆସୁଛି। ଏହି…
Read More...

ଦିଲ୍ଲୀରେ ଆମ ଆଦମୀ ପାର୍ଟିର ୧୫ ଜଣ କାଉନସିଲର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି

ନୂଆଦିଲ୍ଲୀ-: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ପରେ ଆମ ଆଦମୀ ପାର୍ଟି (ଆପ)ର ସମସ୍ୟା ବଢିବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଦିଲ୍ଲୀରେ ଦଳ ବିଭାଜିତ ହୋଇଯାଇଛି । ଦିଲ୍ଲୀରେ ଆମ ଆଦମୀ ପାର୍ଟିର ୧୫ ଜଣ କାଉନସିଲର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ହେମଚନ୍ଦ୍ର ଗୋୟଲଙ୍କ…
Read More...

ଆମ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ବିଧାୟକମାନେ ପରସ୍ପର ମୁହାଁମୁହିଁ

ଶ୍ରୀନଗର-: ୱାକଫ୍ ଆଇନକୁ ନେଇ ଆଜି ମଧ୍ୟ ତୃତୀୟ ଦିନରେ ଜମ୍ମୁ କାଶ୍ମୀର ବିଧାନସଭା ପରିସରରେ ସଦସ୍ୟଙ୍କ ଭିତରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ଠେଲାପେଲା ପାଟିତୁଣ୍ଡ ସହ ମୁଥ ମରାମରି ହୋଇ ରଣକ୍ଷେତ୍ର ପାଲଟିଲା ବିଧାନସଭା ପରିସର । ତେବେ ୱାକଫ୍ ଆଇନ ଉପରେ ଗୃହରେ ଆଲୋଚନା ଦାବି ପରେ…
Read More...

ଗଭୀର ସମୁଦ୍ର ଏବଂ ଶୟତାନ

ଭୁବନେଶ୍ୱର: (ଅଜୟ କୁମାର ମିଶ୍ର) ଆମ ଆଦମୀ ପାର୍ଟି, ଏହାର ନେତା ଅରବିନ୍ଦ କେଜ୍ରିୱାଲ ଏବଂ ଭାରତୀୟ ଜନତା ପାର୍ଟି ସମ୍ମୁଖରେ ବର୍ତ୍ତମାନ ଚ୍ୟାଲେଞ୍ଜ ରହିଛି। କେଜ୍ରିୱାଲ ପଞ୍ଜାବର ସରକାରକୁ ବଞ୍ଚାଇବା ଏବଂ ଚଳାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଭାରତୀୟ ଜନତା ପାର୍ଟି ସମ୍ମୁଖରେ ଚ୍ୟାଲେଞ୍ଜ…
Read More...

AAP ବ୍ୟାପାର ଏବଂ ଲୋକଙ୍କ ବିଶ୍ୱାସ

ଭୁବନେଶ୍ୱର (ଅଜୟ କୁମାର ମିଶ୍ର): ଆରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି (AAP) ପାଇଁ ପରିସ୍ଥିତି କ୍ରମଶଃ ଭୟଙ୍କର ହେବାରେ ଲାଗିଛି, ଯାହା ସମ୍ପ୍ରତି ଦିଲ୍ଲୀରେ କ୍ଷମତା ହରାଇ ଏକ ରାଜନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏହି କ୍ଷତି କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ…
Read More...

ସଞ୍ଜୀବଙ୍କ ଜାଗାରେ କେଜ୍ରିୱାଲ ରାଜ୍ୟସଭା ଯାଇପାରନ୍ତି ବୋଲି ଚର୍ଚ୍ଚା

ବ୍ୟୁରୋ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟସଭା ଯାଇପାରନ୍ତି ବୋଲି ହେଉଛି କଳ୍ପନାଜଳ୍ପନା । ପଞ୍ଜାବର ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରାଙ୍କୁ ଉପନିର୍ବାଚନରେ ଆପ୍ ପ୍ରାର୍ଥୀ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ସଞ୍ଜୀବ ଆରୋରାଙ୍କ ସ୍ଥାନରେ କେଜ୍ରିୱାଲ…
Read More...

ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ବ୍ୟୁରୋ : ୨୦୨୫ରେ ଦିଲ୍ଲୀ ନିର୍ବାଚନ ପାଇଁ କମ୍ପୁଛି ମୈଦାନ । ଆର.କେ ପୂରମରେ ଶୋଭାଯାତ୍ରା କରିବା ସହ କେଜରିୱାଲ ସରକାର ଉପରେ ନରେନ୍ଦ୍ର ମୋଦି ବର୍ଷିଛନ୍ତି । ଆପ ସରକାରଙ୍କ ଦୁର୍ନୀତି କଥା କହି ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି । ଏହା ସହ ଦିଲ୍ଲୀକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ…
Read More...

ମଣିପୁର ହିଂସା ବିରୋଧରେ ‘ଆପ୍’ର ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ:  ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଓ ବିପଜ୍ଜନକ ସ୍ଥିତି ବିରୋଧରେ ଆମ୍ ଆଦମୀ ପାର୍ଟି ମଙ୍ଗଳବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳୀୟ ଅଧିକାରୀମାନେ କହିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରରେ ଏହି ବିକ୍ଷୋଭରେ ଦଳର ଶୀର୍ଷ ନେତାମାନେ ଯୋଗଦେବେ । ମଣିପୁର ପ୍ରସଙ୍ଗରେ…
Read More...

ଦିଲ୍ଲୀ ଅଧ୍ୟାଦେଶ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋମବାର (ଜୁଲାଇ ୧୦) ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ଜାତୀୟ ରାଜଧାନୀରେ ସେବା ନିୟନ୍ତ୍ରଣ ଉପରେ କେନ୍ଦ୍ରର ଅଧ୍ୟାଦେଶର ସାମ୍ବିଧାନିକ ବୈଧତାକୁ ଦିଲ୍ଲୀର AAP ସରକାର ଚ୍ୟାଲେଞ୍ଜ କରିଛନ୍ତି। ଏହି…
Read More...

ଘରକୁ ଆସି ପତ୍ନୀଙ୍କୁ ଭେଟି ପାରିଲେନି ସିସୋଦିଆ

ନୂଆଦିଲ୍ଲୀ: ଗିରଫ ହୋଇ ଜେଲ୍ରେ ଥିବା ‘ଆପ୍’ ନେତା ମନୀଷ ସିସୋଦିଆ ଆଜି ଘରେ ପହଞ୍ଚିବା ପୂର୍ବରୁ ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାରୁ ସେ ତାଙ୍କୁ ଭେଟି ପାରିନାହାନ୍ତି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଆଜି ସକାଳେ ସିସୋଦିଆ ମଥୁରା ରୋଡ୍ରେ ଥିବା…
Read More...