ଫେବୃଆରୀ ୧୬ରୁ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି ଆରମ୍ଭ
ଭୁବନେଶ୍ୱର: ଆଧାର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସନ୍ତା ଫେବୃଆରୀ ୧୬ ତାରିଖରୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଶୁଣାଣି ପ୍ରତି ସୋମବାର ଆୟୋଜିତ ହେବ ବୋଲି ସୂଚନା ମିଳିଛି। ରାଜ୍ୟର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ଓକାକ ଟାୱାର,…
Read More...
Read More...