ପାକିସ୍ତାନରେ ପ୍ରବଳ ବର୍ଷା ପାଇଁ ୭୬ ଜଣଙ୍କ ମୃତ୍ୟୁ
ବ୍ୟୁରୋ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ପାକିସ୍ତାନର ଆର୍ଥିକ ଅବସ୍ଥାକୁ ଆହୁରି ଖରାପ କରିଦେଇଛି । ପ୍ରବଳ ବର୍ଷା ପାଇଁ ଦେଶରେ ଏବେ ପର୍ଯ୍ୟନ୍ତ ୭୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୩ ଜଣ ଆହତ ହୋଇଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ସୂଚନା ପ୍ରଦାନ…
Read More...
Read More...