ଇନଷ୍ଟାଗ୍ରାମରେ 5-T ସଚିବ ଭିକେ ପାଣ୍ଡିଆନ; କାମ ଦିନରେ ୨୬ ହଜାରରୁ ଅଧିକ ଫଲୋର୍ସ
ଭୁବନେଶ୍ୱର: ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ 5-T ସଚିବ ଭିକେ ପାଣ୍ଡିଆନ । ପ୍ରଥମ ଥର ପାଇଁ ସୋସିଆଲ ମିଡିଆକୁ ଆସିଛନ୍ତି 5-T ସଚିବ । ତେବେ 5-T ସଚିବ ପୁରୀ ରଥଖଳାରେ କାରିଗର ରଥ ନିର୍ମାଣ ଫଟୋଟି ମେ’ ୯ରେ ’ଜୟ ଜଗନ୍ନାଥ’ ଲେଖି ପୋଷ୍ଟ କରିଥିଲେ । ଏହା ପରେ ମାଆ ତାରାତାରିଣୀ…
Read More...
Read More...