Browsing Tag

406 new case

ଦେଶରେ ଗତ ୨୪ ଘଣ୍ଟାରେ ୪୦୬ ନୂଆ କୋଭିଡ-୧୯ ସଂକ୍ରମଣ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୦୬ ଟି ନୂଆ କୋଭିଡ-୧୯ ମାମଲା ଦେଖାଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ସର୍ବମୋଟ ୪,୪୬,୬୯,୪୨୧ଟି ଆକ୍ଟିଭ କେଶ ରହିଥିଲା, ଯାହା ୬ ହଜାର ୪୦୨କୁ ହ୍ରାସ ପାଇଛି । ମୃତ୍ୟୁସଂଖ୍ୟା ୫,୩୦,୫୮୬ କୁ ବୃଦ୍ଧି ପାଇଥିବା…
Read More...