ଯୁବକଙ୍କୁ ମାଡ ମରା ଘଟଣା : ଜଣେ ଗିରଫ, ୩ ନାବାଳକ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର
ଭୁବନେଶ୍ବର : ବିଜେବି କଲେଜ ରାଗିଂ ଘଟଣାକୁ ନେଇ ବଢୁଛି ବିବାଦ । ଯୁବକଙ୍କୁ ସିନିୟର ମାଡ ମାରୁଥିବା ଘଟଣାକୁ କମିସନରେଟ୍ ପୁଲିସ ଓ କଲେଜ କର୍ତ୍ତୃପକ୍ଷ ଗୁରୁତ୍ବର ସହ ନେଇଛନ୍ତି। ଘଟଣାର ୨୪ ଘଣ୍ଟା ମଧ୍ୟରେ ବଡ଼ଗଡ଼ ଥାନା ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଅନ୍ୟ ୩ ନାବାଳକଙ୍କୁ…
Read More...
Read More...