ଗୋଟିଏ ଦିନରେ ପୁଣି ରେକର୍ଡ ୨୨୦୯ ସାମ୍ପଲ ଟେଷ୍ଟ
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନକୁ ନେଇ ଦିନକୁ ଦିନ ବଢଛି ସାମ୍ପଲ ପରୀକ୍ଷଣ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୨୨୦୯ଟି ସାମ୍ପଲ ପରୀକ୍ଷା ହୋଇଛି । ଯାହାକି ରାଜ୍ୟରେ ପ୍ରଥମ ଏତେ ପରିମାଣରେ ଟେଷ୍ଟ କରି ରେକର୍ଡ କରାଯାଇଛି । ମଙ୍ଗଳବାର ୨ହଜାର ୨୭ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ…
Read More...
Read More...