ପାକିସ୍ତାନ ସେନା ଶିବିରରେ ଆତ୍ମଘାତୀ ବିସ୍ଫୋରଣ

ପାକିସ୍ତାନ ସେନା ଶିବିରରେ ଆତ୍ମଘାତୀ ବିସ୍ଫୋରଣ ଏଥିରେ ଦୁଇଜଣ ସୁରକ୍ଷାକର୍ମୀଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଆଫଗାନିସ୍ତାନ ସୀମାନ୍ତ ଡେରା ଇସମାଇଲ ଖାନ ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ଆତଙ୍କୀ ଏଠାରେ ଥିବା ଏକ ପୋଲିସ ଷ୍ଟେସନକୁ କ୍ୟାମ୍ପ ଭାବେ ବ୍ୟବହାର କରୁଥିଲା ପାକ୍ ସେନା। ଆତଙ୍କବାଦୀ ଏକ ବିସ୍ପୋରକ ଭର୍ତ୍ତି ଟ୍ରକରେ ଆସି ଅତର୍କିତ ଆକ୍ରମଣ କରିଥିଲେ ବନ୍ଧୁକ ମୁନରେ ୨୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ ପାକିସ୍ତାନ ପକ୍ଷରୁ ମୃତକଙ୍କ ତଥ୍ୟ ପ୍ରକାଶ କରାଯାଇନଥିଲେ ହେଁ ଏମାନଙ୍କ ଭିତରେ ୨ଜଣ ସୁରକ୍ଷା କର୍ମୀ ଥିବା ଜଣା ପଡିଛି ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି ଆକ୍ରମଣ ପଛରେ ତାଲିବାନର ହାତ ଥିବା ପାକିସ୍ତାନର ଜଣେ ମନ୍ତ୍ରୀ କହିଛନ୍ତି